ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଠଗଡ଼ ଏନଏସିକୁ ସଟଡ଼ାଉନ୍ ଘୋଷଣା କଲେ ଜିଲ୍ଲାପାଳ

0 381
greentech

ଆଠଗଡ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : କଟକ ଜିଲାର ଆଠଗଡ଼ ଏନଏସିକୁ ୬୪ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ। ମଙ୍ଗଳବାର ଦିନ ଦ୍ବିପ୍ରହର ୨ଟାରୁ ଜୁଲାଇ ୩ ତାରିଖ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଠଗଡ଼ ସହରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଆଠଗଡ଼ର ଏସଡିପିଓ ଓ ତାଙ୍କ ଡ୍ରାଇଭର କରୋନା ପଜିଟିଭ ଆସିବା ପରେ ସଟଡ଼ାଉନ୍ ଘୋଷଣା କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.

15 − fourteen =

error: Content is protected !!
Open chat