ସରକାରୀ କର୍ମଚାରୀଙ୍କ ଉପରେ ସୋସିଆଲ ମିଡ଼ିଆ କଟକଣା ଲାଗୁ ହେଲା

0 418
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୮/୦୭ ସରକାରୀ କର୍ମଚାରୀଙ୍କ ଉପରେ ସୋସିଆଲ ମିଡ଼ିଆ କଟକଣା ଲାଗୁ ହୋଇଛି । ଚାକିରି ସମ୍ବନ୍ଧୀୟ ସମସ୍ୟା ସୋସିଆଲ ମିଡ଼ିଆରେ କେହି ବି ଆଲୋଚନା କରିପାରିବେନି । କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସମ୍ପର୍କରେ ବାହାରେ ଆଲୋଚନା କରିବା ଅପରାଧ ବୋଲି କୁହାଯାଇଛି ।

ନିଯୁକ୍ତି ଓ ଦରମା ନେଇ ମଧ୍ୟ ସୋସିଆଲ ମିଡ଼ିଆରେ ଆଲୋଚନାକୁ ମନା ହୋଇଛି । ଚୁକ୍ତିଭିତ୍ତିକ ଓ ସ୍ଥାୟୀ କର୍ମଚାରୀଙ୍କ ପାଇଁ ଏହି କଟକଣା ଲାଗୁ କରାଯିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।

Leave A Reply

Your email address will not be published.

seven + three =

error: Content is protected !!
Open chat