Daily Archives

March 6, 2021

ବିଗିଡ଼ିଲା ସାଧ୍ବୀ ପ୍ରଜ୍ଞାଙ୍କ ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ପାଇଁ ବିମାନ ଯୋଗେ ମୁମ୍ବାଇ ନିଆଗଲା

ଭୋପାଳ: ବିଗିଡିଲା ମଧ୍ୟପ୍ରଦେଶର ଭୋପାଳରୁ ବିଜେପି ସାଂସଦ ଥିବା ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା। ହଠାତ ସ୍ବାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଯିବାରୁ ପ୍ରଜ୍ଞା ସିଂ ଠାକୁରଙ୍କୁ ବିମାନ ଯୋଗେ ଚିକିତ୍ସା ପାଇଁ ମୁମ୍ବାଇ ନିଆଯାଇଛି। ବିଜେପି ସାଂସଦଙ୍କ କାର୍ଯ୍ୟାଳୟ…

ବିଶ୍ବ ଟେଷ୍ଟ ଚାମ୍ପିଅନ୍ ହେବାଠାରୁ ଆଉ ଗୋଟିଏ ପାଦ ଦୂରରେ ଭାରତ

ଅହମଦାବାଦ : ଆଜି ଅହମଦାବାଦ ଟେଷ୍ଟରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ଜୁନ ୧୮ ତାରିଖରେ ଲଣ୍ଡନର ଐତିହାସିକ ଲର୍ଡ୍ସ ଷ୍ଟାଡିୟମଠାରେ ଏହି ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଜିତିଲେ ଭାରତ ପ୍ରଥମ ବିଶ୍ବ ଟେଷ୍ଟ…

ଶ୍ରୀଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା: ଦୀପ ଜାଳିବା ପାଇଁ ଏକାଠି ବସି ପାରିବେ ନାହିଁ ଶ୍ରଦ୍ଧାଳୁ

ଭୁବନେଶ୍ବର: ମାର୍ଚ୍ଚ ୧୧ରେ ପଡୁଛି ମହାଶିବ ରାତ୍ରୀ। ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ପାଳନ କରାଯିବ। ଏଥର କୋଭିଡ୍‌ କଟକଣା ମଧ୍ୟରେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳିତ ହେବ। କୋଭିଡ୍‌ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବେ, କିନ୍ତୁ ଜାଗର ଦୀପ ଜାଳିବା ପାଇଁ…

ଅହମ୍ମଦାବାଦ ଟେଷ୍ଟ ସହ ଭାରତ ୩-୧ରେ ସିରିଜ ବିଜୟୀ

ଋଷଭ ପନ୍ତ ମ୍ୟାନ ଅଫ୍ ଦ ମ୍ୟାଚ, ରବିଚନ୍ଦ୍ରନ୍‌ ଅଶ୍ବିନ ମ୍ୟାନ ଅଫ୍ ଦ ସିରିଜ ଅହମ୍ମଦାବାଦ : ଚତୁର୍ଥ ଟେଷ୍ଟରେ ଭାରତ ଇନିଂସ୍‌ ବିଜୟୀ ହୋଇଛି। ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ପରାସ୍ତ କରି ଭାରତ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୩-୧ରେ ବିଜୟୀ। ଅକ୍ଷର ପଟେଲ୍‌ ଓ…
error: Content is protected !!
Open chat