ମାହାଙ୍ଗା ବ୍ଲକ କୁଆଁପାଳଠାରେ ବୁଦ୍ଧିଜୀବୀ ନାଗରିକ ମଂଚ ପକ୍ଷରୁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମତଲୁବ ଅଲ୍ଲୀଙ୍କ…
ମାହାଙ୍ଗା,(ଶ୍ରୀନିବାସ ନାୟକ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୧୦: କେବଳ ରାଜନୀତି ପାଇଁ ଜଣେ ସବୁଠି ପୂଜା ପାଇନଥାଏ । ମାନବିକତା ହିଁ ସମାଜରେ ମଣିଷର ଅସଲ ପରିଚୟ । ସାହିତ୍ୟ ଓ ସଂସ୍କୃତିର ଅନବରତ ପ୍ରଚାର ଏବଂ ପ୍ରସାର ପାଇଁ ପ୍ରାକ୍ତନ ମନ୍ତ୍ରୀ ସେକ୍ ମତଲୁବ ଅଲୀ ଆଜି ମୃତ୍ୟୁ ପରେ ମଧ୍ୟ!-->…