ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ବରିଷ୍ଠ ଆକାଉଣ୍ଟ୍ସ୍ ଅଫିସର୍ଙ୍କ ଘରେ…
ଭୁବନେଶ୍ୱର: ଆୟବର୍ହିଭୂତ ତଥା ଅଜ୍ଞାତ ସୂତ୍ରରୁ ଉପାର୍ଜିତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଶନିବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଆକାଉଣ୍ଟ୍ସ୍ ଅଫିସର୍ଙ୍କ ଘରେ ଭିଜିଲାନ୍ସ୍ ତରଫରୁ ଚଢ଼ାଉ ଆରମ୍ଭ ହୋଇଛି।
ଭୁବନେଶ୍ୱର ସ୍ପେସାଲ୍ ଭିଜିଲାନ୍ସ୍ ଜଜ୍ଙ୍କ ସର୍ଚ!-->!-->!-->…