ଦୁଇ ବର୍ଷ ମଧ୍ୟରେ ଦେଶର ରାଜପଥରୁ ହଟିବ ସବୁ ଟୋଲ, ଜିପିଏସ୍ ଟ୍ରାକ କରି ଆଦାୟ ହେବ ଟୋଲ ଟିକସ
ନୂଆଦିଲ୍ଲୀ: ଜାତୀୟ ରାଜପଥରୁ ହଟିବ ଟୋଲ ଗେଟ୍ । ଦୁଇ ବର୍ଷ ମଧ୍ୟରେ ଦେଶର ସମସ୍ତ ଟୋଲଗେଟକୁ ହଟାଇ ଦିଆଯିବ । ମାତ୍ର ଯାତାୟତ ପାଇଁ ପୂର୍ବ ପରି ଟିକସ ଦେବା ନିମନ୍ତେ ପଡ଼ିବ । ଏଥିପାଇଁ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଜିପିଏସ) ବ୍ୟବସ୍ଥା କରାଯିବ । କେନ୍ଦ୍ର ସରକାର ଗୁରୁବାର ଏ!-->…