କଳିଙ୍ଗ ଜ୍ୟୋତି ବ୍ୟୁରୋ ଆଠଗଡ଼ ୨୯/୦୬:କଟକ ଗ୍ରାମାଞ୍ଚଳ ଜିଲ୍ଲାର ଜଣେ ପୋଲିସ୍ ଡିଏସ୍ପିଙ୍କୁ କରୋନା । ଡିଏସ୍ପିଙ୍କ ସହ ଏକ ଥାନାର 5 କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ । ଆଠଗଡ ଏସ୍ଡିଏମ୍ଓ ବିଜୟ କୁମାର ମିଶ୍ରଙ୍କ ସୂଚନା ରହିଛି । କାଲି ଉକ୍ତ ଥାନାର ଆଇଆଇସି ପଜିଟିଭ ଚିହ୍ନଟ ହୋଇଥିଲେ ।
ସମ୍ପ୍ରତି ରାଜ୍ୟରେ ଏବେ କରୋନା ମାମଲା ବଢି ଚାଲିଥିବାବେଳେ କୋଭିଡ୍ ଯୋଦ୍ଧାମାନେ ଏବେ କରୋନାରେ ଆକ୍ରାନ୍ତ ହେଉଛନ୍ତି।