Browsing Category

National-International

ଗୋପ ଓ ନିମାପଡ଼ାରେ କଂଗ୍ରେସର ପ୍ରତିବାଦ ସଭା ।

ନିମାପଡ଼ା, (ବସନ୍ତ ଦାସ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ନୂଆଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟଳୟ ଭିତରେ ପଶି ପୋଲିସ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ସହିତ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ପ୍ରତିବାଦରେ ଆଜି ଗୋପ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଗୋପ ଉପ-ଡାକଘର ସମ୍ମୁଖରେ ପ୍ରତିବାଦ…

ନେହେରୁ ଯୁବ କେନ୍ଦ୍ର ଏବଂ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ତରଫରୁ “ମାନବତା ପାଇଁ ଯୋଗ” କାର୍ଯ୍ୟକ୍ରମ…

ରାୟଗଡା, (ଧନେଶ୍ଵର ରାଉତ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ରାୟଗଡାର ସେଞ୍ଚୁରିଆନ୍‍ ବିଶ୍ୱବିଦ୍ୟାଳୟ ପରସରରେ ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ ଜିଲ୍ଲା ଶାଖା ଏବଂ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମ କ୍ରମେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଅଧ୍ୟାପିକା ସୁଶ୍ରୀ ରଚିତା ରାଉଳଙ୍କ…

“ଶ୍ରୀଜଗନ୍ନାଥ ଉପାସନା : ଅଣସରନୀତି” – ଏକ ତାତ୍ତ୍ଵିକ ଆଲୋଚନା ନେଇ ଜାତୀୟ ଆଲୋଚନା ଚକ୍ର…

ମୟୂରଭଞ୍ଜ, (ପ୍ରଶ୍ନ କୁମାର ଶତପଥୀ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ’ଜଗନ୍ନାଥ ସଂସ୍କୃତି ଓ ଗବେଷଣା ପରିଷଦ, ରାଇରଙ୍ଗପୁର' ଆନୁକୁଲ୍ୟରେ ସ୍ଥାନୀୟ ଉପଖଣ୍ଡ ପଶୁ ଚିକିତ୍ସାଳୟ ପରିସରରେ ଥିବା ଦକ୍ଷତା ବିକାଶ କେନ୍ଦ୍ରରେ ଏକ…

ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟ ଠାରେ ‘ଆନ୍ତର୍ଜାତିକ ଯୋଗ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ…

ଶାରିରୀକ ଓ ମାନସିକ ଶାନ୍ତି ପାଇଁ ଯୋଗ ଏକ ବୈଜ୍ଞାନିକ ପ୍ରୟୋଗ- ଧର୍ମେନ୍ଦ୍ର ପ୍ରଧାନ • ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ତ୍ୱ ବେଶ୍ ପ୍ରାସଙ୍ଗିକତା ହୋଇଛି• ଯୋଗ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଜୀବନ ପଦ୍ଧତି• ଛାତ୍ରଛାତ୍ରୀମାନେ ପିଲା…

୧୭ ଫସଲ ହେବ ବୀମା ଭୁକ୍ତ – ଓଡିଶା ସରକାର

ଭୁବନେଶ୍ବର ୨୧/୦୬/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ :  ଚଳିତ ବର୍ଷ ୧୭ ଫସଲ ବୀମାଭୁକ୍ତ କରାଯିବ। ଖରିଫ ଋତୁରେ ୮ଟି ଏବଂ ରବି ଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବାକୁ ସୋମବାର ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ କମିଟି…

ଅଫଲାଇନ୍‌ରେ ହିଁ ହେବ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା

ନୂଆଦିଲ୍ଲୀ ୨୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଅଫଲାଇନ ବୋର୍ଡ଼ ପରୀକ୍ଷା ବାତିଲ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ବୁଧବାର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ, ଏପରି ଆବେଦନ ଛାତ୍ରଛାତ୍ରୀମାନଙ୍କୁ ମିଥ୍ୟା ସାନ୍ତ୍ୱନା ଦେଇଥାଏ ।…

ଶିଶୁ ଯୌନ ନିର୍ଯାତନାରେ ଓଡ଼ିଶା ଚତୁର୍ଥ, ଆୟୋଗଙ୍କ ଜବାବ ତଲବ

ଭୁବନେଶ୍ୱର ୨୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ତଥ୍ୟ ଅନୁଯାୟୀ ଦେଶରେ ଶିଶୁ ଯୌନ ନିର୍ଯାତନାରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ଏହି ଘଟଣାକୁ ନେଇ ସଂସଦରେ ଆଲୋଚନା ହେବା ପରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ପକ୍ଷରୁ ରାଜ୍ୟ ଆଇନ ବିଭାଗକୁ ବିବରଣୀ…

ଲାଲୁ ଯାଦବଙ୍କୁ ଆଉ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

ନୂଆଦିଲ୍ଲୀ ୨୧/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଗୋଖାଦ୍ୟ ଦୁର୍ନୀତି ମାମଲାରେ ପୁଣି ଲାଲୁଙ୍କୁ ଜେଲ ଦଣ୍ଡାଦେଶ । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଆଉ ୫ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ରାଞ୍ଚି ସିବିଆଇ କୋର୍ଟ ଏନେଇ ରାୟ ଶୁଣାଇଛନ୍ତି । ଲାଲୁଙ୍କୁ ଗୋଖାଦ୍ୟ ଦୁର୍ନୀତିର ପଞ୍ଚମ ମାମଲାରେ…

୩୪ ସପ୍ତାହର ଭ୍ରୂଣକୁ ଗର୍ଭପାତ ପାଇଁ ଅନୁମତି

କଲକାତା : ସ୍ବାସ୍ଥ୍ୟଗତ ସମସ୍ୟା କାରଣକୁ ନେଇ ଜଣେ ୩୭ବର୍ଷୀୟା ମହିଳାଙ୍କର ୩୪ ସପ୍ତାହର ଭ୍ରୂଣକୁ ଗର୍ଭପାତ କରାଇବା ଲାଗି କୋଲକାତା ଉଚ୍ଚ ନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି। ଏହା ଦେଶର ସବୁଠାରୁ ବିଳମ୍ବିତ ଗର୍ଭପାତ ଯାହାକୁ ନ୍ୟାୟିକ ଅନୁମତି ମିଳିଛି। ଡାକ୍ତରୀ ବୋର୍ଡର ରିପୋର୍ଟ…

ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିନ ୧୨ଟା ୨୫ରେ ସେ ଦିଲ୍ଲୀରୁ ବାହାରିବେ। ଅପରାହ୍ଣ ୨ଟା ୪୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ…
error: Content is protected !!
Open chat