Browsing Category

National-International

ଆରପାରିରେ ବପ୍ପି ଲାହିରୀ

ମୁମ୍ବାଇ ୧୬/୦୨/୨୦୨୨ କଳିଙ୍ଗ ଜ୍ୟୋତି : ସଂଗୀତ ଜଗତକୁ ଗୋଟିଏ ପରେ ଗୋଟିଏ ବଡ ଝଟକା ଲାଗୁଛି। ନିକଟରେ ସ୍ୱର କୋକିଳା ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିଲା । ଯାହାପରେ ସମଗ୍ର ଦୁନିଆ ଦୁଃଖରେ ଭାଙ୍ଗିପଡିଥିଲା। ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମ୍ନାକୁ  ଆସିଛି। ପ୍ରସିଦ୍ଧ ଗାୟକ ତଥା…

ଶ୍ରୀମନ୍ଦିର କଟକଣା କୋହଳ-ଜଗା ଦର୍ଶନ ପାଇଁ ଦରକାର ନାହିଁ କୋଭିଡ ସାର୍ଟିଫିକେଟ

ଭୁବନେଶ୍ବର ୧୪/୦୨/୨୦୨୨ କଳିଙ୍ଗ ଜ୍ୟୋତି : ପୁରୀ ଶ୍ରୀମନ୍ଦିର ପାଇଁ ଆଉ ଟିକେ କୋହଳ ହେଲା କଟକଣା। ଶ୍ରୀମନ୍ଦିରରେ ପ୍ରବେଶ କଟକଣା କୋହଳ ହୋଇଛି। ଏଣିକି ବିନା ଟିକା ସାର୍ଟିଫିକେଟରେ ମହାପ୍ରଭୁଙ୍କୁ ଦର୍ଶନ କରିହେବ। ଫେବୃଆରୀ ୨୧ ପରେ ବିନା ଟିକା ସାର୍ଟିଫିକେଟରେ ପ୍ରବେଶ କରିହେବ। ଅଧିକାଂଶ…

ଆଉ ୫୪ଟି ଚାଇନିଜ ଆପ୍‍ ରଦ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ ୧୪/୦୨/୨୦୨୨ କଳିଙ୍ଗ ଜ୍ୟୋତି : ପୁଣି ଥରେ ଦେଶରେ ରଦ୍ଦ ହେଲା ଚାଇନିଜ୍‍ ଆପ। କେନ୍ଦ୍ର ସରକାର ଏଥର ପ୍ରାୟ ୫୪ଟି ଚାଇନିଜ୍‍ ଆପ୍‍ ରଦ୍ଦ କରିଛନ୍ତି। ସମସ୍ତ ଆପ୍‍ ଗୁଡିକର ତାଲିକା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ପଡିନାହିଁ। ମାତ୍ର ସରକାର ସେହି ୫୪ଟି ଆପ୍‍ ଉପରେ ପ୍ରତିବନ୍ଧକ…

୧୦୦୦ ପଏଣ୍ଟ୍‌ କ୍ରାସ୍‌ କଲା ସେନ୍‌ସେକ୍ସ୍‌; ୬% ହ୍ରାସ ପାଇଲା ଜମାଟୋ ସେୟାର୍‌

ମୁମ୍ବାଇ ୧୧/୦୨/୨୦୨୨ କଳିଙ୍ଗ ଜ୍ୟୋତି : ବିଶ୍ବ ବଜାରରେ ମୁଖ୍ୟତଃ ‘ଆଇଟି’ ଏବଂ ଆର୍ଥିକ ଷ୍ଟକ୍‌ର ଦୁର୍ବଳ କାରବାର ଚାଲିଥିବା କାରଣରୁ ଆଜି ସେୟାର୍‌ ମାର୍କେଟ୍‌ରେ କାରବାର ଆରମ୍ଭ ହେବା ପରେ ପରେ ସେନ୍‌ସେକ୍ସ୍‌ ପ୍ରାୟ ୧୦୦୦ କ୍ରାସ୍‌ କରିଛି। ପ୍ରାରମ୍ଭିକ କାରବାରରେ ୫୭,୯୪୬.୦୨ରେ ଥାଇ…

ବଂଶବାଦୀ ରାଜନୀତି ଗଣତନ୍ତ୍ର ପାଇଁ ବିପଦ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ବଂଶବାଦୀ ରାଜନୀତି ଗଣତନ୍ତ୍ର ପାଇଁ ବିପଦ। ଏଭଳି ରାଜନୀତି ରାଷ୍ଟ୍ର ହିତରେ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୨୪ ଘଣ୍ଟାରୁ କମ୍‌ ସମୟ ପୂର୍ବରୁ ଏଏନ୍‌ଆଇକୁ ସାକ୍ଷାତକାର…

ଟେସ୍‌ଲାକୁ କେନ୍ଦ୍ରର କଡ଼ା ଜବାବ : ଭାରତରେ ବଜାର, ଚୀନ୍‌ରେ ନିଯୁକ୍ତି ଅସମ୍ଭବ

ନୂଆଦିଲ୍ଲୀ ୧୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଆମେରିକୀୟ ଇଲେକ୍ଟ୍ରିକ୍‌ ଯାନ ନିର୍ମାତା ଟେସ୍‌ଲା ଭାରତରେ କାରବାର କରିବ ଆଉ ଚୀନ୍‌ରେ ନିଯୁକ୍ତି ଦେବ ତାହା ସମ୍ଭବ ନୁହେଁ । କେନ୍ଦ୍ରମନ୍ତ୍ରୀ କ୍ରିଶନ ପାଲ ଗୁରଜାର ଏହା କହିଛନ୍ତି । ଭାରତରେ ଉତ୍ପାଦନ ନ କଲେ କମ୍ପାନିକୁ ଟିକସ ଛାଡ଼ର ପ୍ରଶ୍ନ…

ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର ୦୮/୦୨/୨୦୨୨ କଳିଙ୍ଗ ଜ୍ୟୋତି : ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବାର ସମ୍ଭାବନା ରହିଛି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବା ନେଇ ସୂଚନା ମିଳିଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଫେବ୍ରୁଆରୀ ୧୯ ତାରିଖରେ ପୁରୀ ଆସିବେ। ସେ…

ମହାଭାରତର ‘ଭୀମ’ଙ୍କ ପରଲୋକ

ନୂଆଦିଲ୍ଲୀ ୦୮/୦୨/୨୦୨୨ କଳିଙ୍ଗ ଜ୍ୟୋତି : ବଲିଉଡ ଅଭିନେତା ପ୍ରବୀଣ କୁମାର ସୋବିତଙ୍କ ପରଲୋକ ହୋଇଛି । ୭୪ ବର୍ଷ ବୟସରେ ପ୍ରବୀଣ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ‘ମହାଭାରତ’ର ଭୀମ ଭୂମିକାରେ ଅଭିନୟ କରିଥିଲେ ପ୍ରବୀଣ । ପ୍ରବୀଣ ଭୀମ ଭୂମିକାରେ ଅଭିନୟ କରି ଘରେ ଘରେ ନିଜର ପରିଚୟ…

ଲତାଙ୍କ ସ୍ମୃତିରେ ଜାରି ହେବ ଡ଼ାକ ଟିକଟ

ନୂଆଦିଲ୍ଲୀ ୦୮/୦୨/୨୦୨୨ କଳିଙ୍ଗ ଜ୍ୟୋତି : ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଏକ ଡାକଟିକଟ ଜାରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀ…

କଂଗ୍ରେସକୁ ମୋଦୀଙ୍କ ସିଧା ନିଶାନା- କହିଲେ ମହାତ୍ମାଗାନ୍ଧୀଙ୍କ ସ୍ବପ୍ନ ସାକାର ହେବା କଂଗ୍ରେସ ଚାହୁଁନି

ନୂଆଦିଲ୍ଲୀ ୦୭/୦୨/୨୦୨୨ କଳିଙ୍ଗ ଜ୍ୟୋତି : ସଂସଦ ଅଭିଭାଷଣରେ କଂଗ୍ରେସକୁ ସିଧା ନିଶାନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୯୯୫ ପରେ ଓଡ଼ିଶାରେ କଂଗ୍ରେସ ଜିତି ପାରିନାହିଁ। ନାଗାଲାଣ୍ଡ ଓ ଗୋଆରେ ବି ୨୮ ବର୍ଷ ହେଲା ଜିତିପାରି ନାହିଁ। ତାମିଲନାଡୁରେ ୧୯୬୨ ପରେ କଂଗ୍ରେସ ଆଉ କ୍ଷମତାକୁ…
error: Content is protected !!
Open chat