Browsing Category

National-International

କରୋନା ଚିକିତ୍ସା ପାଇଁ ଆସିଲା ବଟିକା

ସିଙ୍ଗାପୁରରେ ମିଳିଲା ବ୍ୟବହାର ଅନୁମତି ସିଙ୍ଗାପୁର: କରୋନା ସଂକ୍ରମଣ ଚିକିତ୍ସା ପାଇଁ ବିଶ୍ୱରେ ବିଭିନ୍ନ ଟିକା ବ୍ୟବହୃତ ହେଉଥିବା ବେଳେ ପ୍ରଥମ ଥର ବଟିକା ବ୍ୟବହାର ହେବାକୁ ଯାଉଛି। ଫାଇଜର କମ୍ପାନୀ ପ୍ରସ୍ତୁତ ଏହି ବଟିକାକୁ ଅନ୍ୟ ସାଧାରଣ ବଟିକା ଭଳି ପାଟି ମଧ୍ୟ ଦେଇ ବ୍ୟବହାର…

କୋଭିଡ ସଂକ୍ରମିତ ଥିଲେ ବି କରିହେବ ଅସ୍ତ୍ରୋପଚାର

ନୂଆଦିଲ୍ଲୀ ୦୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡ ପଜିଟିଭ ଥିଲେ ବି ଜରୁରୀ ଅସ୍ତ୍ରୋପଚାର କରାଯାଇପାରିବ। ପୂର୍ବରୁ ଏ ନେଇ ବାରଣ ଥିଲା। ନୂଆ ଗବେଷଣା ଅନୁସାରେ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲା ସୂଚନା ଦେଇଛନ୍ତି। ଅଖିଳ ଭାରତୀୟ…

ଭାରତର ପରିଚୟ ମୋଦୀ : କଂଗ୍ରେସ କି ଇନ୍ଦିରା ନୁହେଁ – ନକବୀ

ନୂଆଦିଲ୍ଲୀ ୦୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଏବେ ଦେଶରେ ବାଧ୍ୟ ପ୍ରଧାନମନ୍ତ୍ରୀ ନୁହେଁ ବରଂ ଜଣେ ଦୃଢ଼ ପ୍ରଧାନମନ୍ତ୍ରୀ ଅଛନ୍ତି। ଏକଥା କହିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ସଦସ୍ୟ ତଥା କେନ୍ଦ୍ର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ମୁଖତାର ଆବାସ ନକବୀ କହିଛନ୍ତି। ଗତ ୮ ବର୍ଷ ମଧ୍ୟରେ…

ସୋମବାରଠାରୁ ସଂସଦର ବଜେଟ୍ ଅଧିବେଶନ

ଫେବୃୟାରୀ ପହିଲାରେ ସାଧାରଣ ବଜେଟ୍ ନୂଆଦିଲ୍ଲୀ ୩୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସଂସଦର ବଜେଟ୍ ଅଧିବେଶନ ସୋମବାର(ଆସନ୍ତାକାଲି)ଠାରୁ ଆରମ୍ଭ ହେଉଛି । ପୂର୍ବାହ୍ନ ୧୧ଟାରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିବେ । ଏହା ପରେ ଅର୍ଥନୈତିକ ସର୍ଭେ…

କୋଭିଡ ସଂକ୍ରମଣ ହ୍ରାସ ପାଇବା ଏକ ସକାରାତ୍ମକ ସଙ୍କେତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୩୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡର ନୂଆ ଲହରକୁ ଭାରତ ବେଶ୍‍ ସଫଳତାର ସହ ମୁକାବିଲା କରୁଛି । ଆକାଶବାଣୀରେ  ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ସାଢ଼େ ୪ କୋଟିରୁ…

ଖୁବ୍‌ଶୀଘ୍ର ଖୋଲିପାରେ ସ୍କୁଲ, କେନ୍ଦ୍ର ସରକାର ଆଣୁଛନ୍ତି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌

ଭୁବନେଶ୍ୱର ୨୮/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନା ମହାମାରୀ ପାଇଁ ଦୀର୍ଘ ସମୟ ଧରି ବନ୍ଦ ପଡ଼ିଥିବା ବିଦ୍ୟାଳୟ ଖୁବ୍‌ଶୀଘ୍ର ଖୋଲିପାରେ । ଏଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡ୍‌ଲାନ୍‌ ଆଣୁଛନ୍ତି । କରୋନା ମହାମାରୀ ପାଇଁ ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନେ ୨ ବର୍ଷରୁ…

କୋଭିସିଲ୍ଡ ଓ କୋଭାକ୍ସିନ ଖୋଲା ବଜାରରେ ବଜାରରେ ବିକ୍ରି ପାଇଁ ଅନୁମତି

ନୂଆଦିଲ୍ଲୀ ୨୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନା ମହାମାରୀ ସହ ଲଢେଇ କରିବାକୁ ଜାରି ରହିଛି ଟିକାକରଣ। ପ୍ରତ୍ୟେକ ଚିକିତ୍ସାକେନ୍ଦ୍ର ଓ ହସ୍ପିଟାଲରେ କରୋନା ଟିକାକରଣ କରାଯାଉଥିବା ବେଳେ ଏଣିକି ଖୋଲା ବଜାରରେ ମିଳିବ କରୋନା ଟିକା। ଡିସିଜିଆଇ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର କମ୍ପାନୀକୁ…

କୋଭିଡ ଟିକାକୁ ଲୋକମାନେ ଏକ ଗଣ ଆନ୍ଦୋଳନରେ ପରିଣତ କରିଛନ୍ତି : ରାଷ୍ଟ୍ରପତି

ନୂଆଦିଲ୍ଲୀ ୨୫/୦୧/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡ୍ ଟିକାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିଥିବାରୁ ଦେଶର ଲୋକମାନେ ଶ୍ରେୟର ହକଦାର ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଭାଷଣ ରଖି ସେ କହିଛନ୍ତି ଯେ କୋଭିଡ ମହାମାରୀ…

ମାର୍ଚ୍ଚ ୧୧ ସୁଦ୍ଧା କରୋନା ହେବ ପ୍ରଭାବହୀନ

ନୂଆଦିଲ୍ଲୀ ୨୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ପ୍ରାୟ ଦୁଇ ବର୍ଷ ହେଲା କରୋନା ମହାମାରୀ ପୀଡାରେ ଛଟପଟ ହେଉଥିବା ଭାରତ ସମେତ ସମୁଚ୍ଚୟ ବିଶ୍ବ ପାଇଁ ଏକ ସବୁଠୁ ବଡ଼ ପ୍ରଶ୍ନ କେବେ ଯିବ କରୋନା। ଏହା ଭିତରେ ଏକ ଆଶ୍ବସ୍ତିକର ଖବର ଦେଇଛନ୍ତି ଆଇସିଏମଆର ମହାମାରୀ ବିଶେଷଜ୍ଞ ସମୀରନ ପଣ୍ଡା। ସେ…

ସ୍ତନ୍ୟପାନ ମାଧ୍ୟମରେ କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମଣର କୌଣସି ପ୍ରମାଣ ନାହିଁ : ଅଧ୍ୟୟନ

ନୂଆଦିଲ୍ଲୀ ୧୯/୦୧/୨୦୨୨ କଳିଙ୍ଗ ଜ୍ୟୋତି : ନିକଟରେ କୋଭିଡ୍‌ ସଂକ୍ରମିତ ମା’ମାନେ ସେମାନଙ୍କ ଶିଶୁକୁ ସ୍ତନ୍ୟପାନ ମାଧ୍ୟମରେ ସଂକ୍ରାମକ ସାର୍ସକୋଭ-୨ ଦ୍ୱାରା ସଂକ୍ରମିତ କରିବାର କୌଣସି ପ୍ରମାଣ ନାହିଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନର ରିପୋର୍ଟ ‘ପେଡିଆଟ୍ରିକ୍‌…
error: Content is protected !!
Open chat