କୋଭିସିଲ୍ଡ ଓ କୋଭାକ୍ସିନ ଖୋଲା ବଜାରରେ ବଜାରରେ ବିକ୍ରି ପାଇଁ ଅନୁମତି

0 331
greentech

ନୂଆଦିଲ୍ଲୀ ୨୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନା ମହାମାରୀ ସହ ଲଢେଇ କରିବାକୁ ଜାରି ରହିଛି ଟିକାକରଣ। ପ୍ରତ୍ୟେକ ଚିକିତ୍ସାକେନ୍ଦ୍ର ଓ ହସ୍ପିଟାଲରେ କରୋନା ଟିକାକରଣ କରାଯାଉଥିବା ବେଳେ ଏଣିକି ଖୋଲା ବଜାରରେ ମିଳିବ କରୋନା ଟିକା। ଡିସିଜିଆଇ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର କମ୍ପାନୀକୁ ସର୍ତ୍ତମୂଳକ ଭାବେ ଅନୁମତି ମିଳିଥିବା ନେଇ ଆଜି ସୂଚନା ମିଳିଛି। ମାତ୍ର କୌଣସି ଔଷଧ ଦୋକନାରେ ଏହା ମିଳିବ ନାହିଁ। ହସ୍ପିଟାଲ ଓ କ୍ଲିନିକରୁ ଟିକା ମିଳିବ। ଟିକାକରଣର ତଥ୍ୟ ପ୍ରତି ଛଅ ମାସରେ ଡିସିଜିଆଇକୁ ପ୍ରଦାନ କରାଯିବ।
ଆଜି କିଛି ସର୍ତ୍ତ ସହ ପ୍ରାପ୍ତ ବୟସ୍କଙ୍କ ବ୍ୟବହାର ପାଇଁ ବଜାରରେ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଛି।

Leave A Reply

Your email address will not be published.

20 + five =

error: Content is protected !!
Open chat