Browsing Tag

in

ଶିଶୁ ଯୌନ ନିର୍ଯାତନାରେ ଓଡ଼ିଶା ଚତୁର୍ଥ, ଆୟୋଗଙ୍କ ଜବାବ ତଲବ

ଭୁବନେଶ୍ୱର ୨୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ତଥ୍ୟ ଅନୁଯାୟୀ ଦେଶରେ ଶିଶୁ ଯୌନ ନିର୍ଯାତନାରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ଏହି ଘଟଣାକୁ ନେଇ ସଂସଦରେ ଆଲୋଚନା ହେବା ପରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ପକ୍ଷରୁ ରାଜ୍ୟ ଆଇନ ବିଭାଗକୁ ବିବରଣୀ…

ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ ୨୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଗୌଡୀୟ ମିଶନ ପ୍ରତିଷ୍ଠାତା ଶ୍ରୀଳ ଭକ୍ତିସିଦ୍ଧାନ୍ତ ଗୋସ୍ବାମୀ ପ୍ରଭୁପାଦଙ୍କ ଆଜି ୧୫୦ତମ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇଛନ୍ତି। ପୁରୀ ଚୈତନ୍ୟ ଗୌଡୀୟ ମଠକୁ ଯାଇ ଶ୍ରୀଳ ଭକ୍ତିସିଦ୍ଧାନ୍ତଙ୍କ ପ୍ରତିମୂର୍ତ୍ତିରେ…

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ

ରାଜଗାଙ୍ଗପୁର ୧୧/୦୨/୨୦୨୨ କଳିଙ୍ଗ ଜ୍ୟୋତି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସୁନ୍ଦରଗଡ଼ ଅତିରିକ୍ତ…

କରୋନା ଚିକିତ୍ସା ପାଇଁ ଆସିଲା ବଟିକା

ସିଙ୍ଗାପୁରରେ ମିଳିଲା ବ୍ୟବହାର ଅନୁମତି ସିଙ୍ଗାପୁର: କରୋନା ସଂକ୍ରମଣ ଚିକିତ୍ସା ପାଇଁ ବିଶ୍ୱରେ ବିଭିନ୍ନ ଟିକା ବ୍ୟବହୃତ ହେଉଥିବା ବେଳେ ପ୍ରଥମ ଥର ବଟିକା ବ୍ୟବହାର ହେବାକୁ ଯାଉଛି। ଫାଇଜର କମ୍ପାନୀ ପ୍ରସ୍ତୁତ ଏହି ବଟିକାକୁ ଅନ୍ୟ ସାଧାରଣ ବଟିକା ଭଳି ପାଟି ମଧ୍ୟ ଦେଇ ବ୍ୟବହାର…

ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜାକୁ ମିଳିଲା ଅନୁମତି

ଫେବୃୟାରୀ ମାସ ପାଇଁ କୋଭିଡ ନିୟମାବଳୀ ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର ଭୁବନେଶ୍ୱର ୩୧/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଛି ଫେବୃୟାରୀ ମାସର କୋଭିଡ ନିୟମାବଳୀ। ଏଥିରେ ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରାଯାଇଥିବାବେଳେ…

କୋଭିସିଲ୍ଡ ଓ କୋଭାକ୍ସିନ ଖୋଲା ବଜାରରେ ବଜାରରେ ବିକ୍ରି ପାଇଁ ଅନୁମତି

ନୂଆଦିଲ୍ଲୀ ୨୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନା ମହାମାରୀ ସହ ଲଢେଇ କରିବାକୁ ଜାରି ରହିଛି ଟିକାକରଣ। ପ୍ରତ୍ୟେକ ଚିକିତ୍ସାକେନ୍ଦ୍ର ଓ ହସ୍ପିଟାଲରେ କରୋନା ଟିକାକରଣ କରାଯାଉଥିବା ବେଳେ ଏଣିକି ଖୋଲା ବଜାରରେ ମିଳିବ କରୋନା ଟିକା। ଡିସିଜିଆଇ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର କମ୍ପାନୀକୁ…

ରାଜ୍ୟରେ ବଦଳିପାରେ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି – ଡିଏମଇଟି

ଭୁବନେଶ୍ୱର ୨୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜ୍ୟରେ ବଦଳିପାରେ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି। ଏନେଇ ଆଜି ଡିଏମଇଟି ଡା. ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବ ସ୍ଥିତି ଦେଖି ସରକାର ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ଓମିକ୍ରନର ବୃଦ୍ଧି ନଥିବା ସହ…

ବଦଳିଲା ପାଗ, କମିଲା ଶୀତ; ୪ ଦିନ କୁହୁଡ଼ି ଓ ବର୍ଷା ସମ୍ଭାବନା

ଭୁବନେଶ୍ୱର ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ପବନର ପ୍ରଭାବରେ ରାଜ୍ୟ‌ରେ ଶୀତ ପ୍ରକୋପ କମିଛି। ରାଜ୍ୟର ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଥିବା ବେଳେ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି…

ଆସନ୍ତା ବର୍ଷରୁ ୫ଜି ସେବା

ନୂଆଦିଲ୍ଲୀ ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଆସନ୍ତା ବର୍ଷରୁ ଆରମ୍ଭ ହେବ ୫ଜି ସେବା। ଦିଲ୍ଲୀ, ମୁମ୍ବଇ, ଚେନ୍ନାଇ ଓ କଲକତାରେ ମିଳିବ ୫ଜି ସେବା। ସେହିପରି ହାଇଦ୍ରାବାଦ, ଅହମ୍ମଦାବାଦ, ଚଣ୍ଡଗଡ଼, ଜାମନଗର ଓ ବେଙ୍ଗଲୁରୁକୁ ବି ସେବା ମିଳିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା…

ଘାରିଲା ଓମିକ୍ରନ୍ ଚିନ୍ତା: ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଶିଶୁଙ୍କ ଚିକିତ୍ସାକୁ ଗୁରୁତ୍ୱ ଭୁବନେଶ୍ୱର ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସାରା ବିଶ୍ୱରେ ‘ଓମିକ୍ରନ’ ତା’ର ପ୍ରଭାବ ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ୮ଜଣ ଏଥିରେ ଚିହ୍ନଟ ହୋଇ ସାରିଲେଣି। ଆଗାମୀ ସପ୍ତାହ ଗୁଡିକରେ ଏହାର ପ୍ରଭାବ ଆହୁରି ବଢିପାରେ। ତେଣୁ ଆମକୁ ଅଧିକ ସତର୍କ…
error: Content is protected !!
Open chat