Browsing Tag

in

ରାଜସ୍ଥାନରେ ଟିକାକରଣ ବାଧ୍ୟତାମୂଳକ

ନୂଆଦିଲ୍ଲୀ ୨୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ରାଜ୍ୟରେ ଟିକାକରଣକୁ ବାଧ୍ୟତାମୂଳକ କରିଛନ୍ତି ରାଜସ୍ଥାନ ସରକାର । ଦେଶର ୧୭ ରାଜ୍ୟ ସହ ରାଜସ୍ଥାନରେ ବି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।…

ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା: ଡିସେମ୍ବର ୩୧ ଯାଏ ନାଇଟ କର୍ଫ୍ୟୁ ଅବଧି ବଢାଇଲା ଗୁଜରାଟ

ନୂଆଦିଲ୍ଲୀ ୨୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଡିସେମ୍ବର ୩୧ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଅବଧି ବଢାଇଲେ ଗୁଜରାଟ ସରକାର । ଆଜି ୪ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ସରକାର।  ରାତି ୧ଟାରୁ ସକାଳ ୫ଟା ଯାଏ ଏହି କର୍ଫ୍ୟୁ ଲାଗୁ ହୋଇଛି । ଗୁଜରାଟର…

ଖାଲି ପଡ଼ିଛି ୬୦% ସିଟ୍, ସ୍ବତନ୍ତ୍ର ଓଜେଇଇ କରିବାକୁ ସଚିବଙ୍କୁ ଚିଠି

ଭୁବନେଶ୍ବର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜ୍ୟର ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଗୁଡିକରେ ପ୍ରାୟ ୬୦ ପ୍ରତିଶତ ସ୍ଥାନ (ସିଟ)ଖାଲି ପଡିଛି। ବି.ଟେକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ବହୁ ବିଦ୍ୟାର୍ଥୀ ଚାହିଁ ବସିଛନ୍ତି। ସିଟ ପୂରଣ ଏବଂ ଛାତ୍ରଛାତ୍ରୀଙ୍କୁ ବି.ଟେକ ପାଠ୍ୟକ୍ରମରେ…

ସଭ୍ୟ ସମାଜରେ ମିଛ ଏନକାଉଣ୍ଟରର ସ୍ଥାନ ନାହିଁ- ଏନଏଚଆରସି ମୁଖ୍ୟ

ଗୁଆହାଟି (ଆସାମ) ୧୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମିଛ ଏନକାଉଣ୍ଟର ଏକ ନାରକୀୟ ଘଟଣା । ଏକ ସଭ୍ୟ ସମାଜରେ ତାହାର ସ୍ଥାନ ନାହିଁ ବୋଲି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ଅଧ୍ୟକ୍ଷ ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି । ଦେଶର ପାଞ୍ଚଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ମାନବାଧିକାର…

ଟ୍ରେନ ଦୁର୍ଘଟଣାରେ ଜଣେ ଆହତ ,ଦୁଇ ବାଇକ ଚୁରମାର

ରାଜଗାଙ୍ଗପୁର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜଗାଙ୍ଗପୁର ସହରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ସହର ସ୍ଥିତ ରେଲୱେ ଫାଟକ ସମ୍ମୁଖରେ ଟ୍ରେନ ଦୁର୍ଘଟଣା ରେ ଜଣେ ଆହତ ହୋଇଥିବା ଜଣାପଡିଛି । ଆହତ ଜଣକ ହେଉଛନ୍ତି କୁମାର କେଲା ଗ୍ରାମର ସତ୍ୟ ନାରାୟଣ ମହାନ୍ତ । ଆଜି ଦିନ …

ଖୋଲା ସ୍ଥାନରେ ନମାଜ ପାଠକୁ ସହ୍ୟ କରାଯିବ ନାହିଁ: ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର୍‌

ଚଣ୍ଡୀଗଡ଼ ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଗୁରୁଗାଓଁର ଖୋଲା ସ୍ଥାନମାନଙ୍କରେ ନମାଜ ପାଠ କରାଯାଉଛି ବୋଲି କେତେକ ହିନ୍ଦୁ ସଂଗଠନ ଅଭିଯୋଗ କରିବା ପରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର୍‌ କହିଛନ୍ତି ଯେ, ଖୋଲା ସ୍ଥାନରେ ନମାଜ ପାଠ ପ୍ରଥାକୁ ସହ୍ୟ କରାଯିବ ନାହିଁ। ସେ ଆହୁରି…

ଏଥର ବି ଆୟୋଜନ ହେବନି ବିିଶ୍ବ ପ୍ରସିଦ୍ଧ ଧନୁଯାତ୍ରା! ବୈଠକ ପରେ ବି ନିଷ୍ପତ୍ତି ଲଟକିଲା

ବରଗଡ଼ ୧୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଏଥର ଧନୁଯାତ୍ରା ହେବ ନା ନାହିଁ, ଏହାର ଜବାବ କାହାରି ପାଖରେ ନାହିଁ। ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ସକାଶେ ଆୟୋଜିତ ପ୍ରଥମ ବୈଠକରେ ବି ଏନେଇ କିଛି ନିଷ୍କର୍ସ ବାହାରି ପାରିଲା ନାହିଁ। ତେଣୁ ଧନୁଯାତ୍ରା ଆୟୋଜନ ନିଷ୍ପତ୍ତି ପୁଣି ଲଟକି ରହିଛି।…

୨୫ରେ ପହଞ୍ଚିଲା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଯାଇଛି । ଗୁଜୁରାଟର ଜାମନଗରରେ ଆଉ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ବାହାରିବା ପରେ ମୋଟ ସଂଖ୍ୟା ୨୫ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି…

ଭୁବନେଶ୍ବର ଏମ୍‌ସରେ ସ୍ଥାପନ ହେବ ଜୀବନ ରକ୍ଷାକାରୀ ଇକମୋ ମେସିନ, କରୋନା ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଓଡ଼ିଶାରେ…

ଭୁବନେଶ୍ୱର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଜୀବନ ରକ୍ଷାକାରୀ ଇକମୋ ମେସିନ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଲାଗିବ ବୋଲି ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ଏମ୍‌ସ ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତ ଯେ ଭୁବନେଶ୍ୱର…

ଟ୍ରାଜେଡି କିଙ୍ଗ ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ

ମୁମ୍ବଇ : ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ। ମୁମ୍ବାଇର ହିନ୍ଦୁଜା ହସ୍‌ପିଟାଲରେ ଭର୍ତ୍ତି। ନିଃଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବଇର ହିନ୍ଦୁଜା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କୁ ହିନ୍ଦୁଜା…
error: Content is protected !!
Open chat