Browsing Tag

in

ଆମେରିକାରେ ଅରାଜକତା: ରାଜଧାନୀରେ ୧୫ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା, ହିଂସାରେ ୪ ମୃତ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ପରାଜିତ ହେବା ପରେ ବି କ୍ଷମତା ହସ୍ତାନ୍ତର କରିବାକୁ ଇଚ୍ଛୁକ ନାହାନ୍ତି, ଯେଉଁଥିପାଇଁ ଦେଶରେ ଏବେ ଅରାଜକତା ସୃଷ୍ଟି ହୋଇଛି। ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ୱାଶିଂଟନ ଡିସିରେ ଥିବା କ୍ୟାପିଟଲ ବିଲ୍‌ଡିଂରେ ପ୍ରବେଶ କରି…

ରାଜଧାନୀରେ ପାଳନ ହେବନି ଜିରୋ ନାଇଟ : ଘରେ ରହି ନୂଆ ବର୍ଷ ପାଳନ କରିବାକୁ ବିଏମସିର ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, କ୍ଲବ, କନଭେନସନ୍ ହଲ୍ ଓ କଲ୍ୟାଣ ମଣ୍ଡପ ଆଦିରେ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି। ଜନସମାଗମ ଉପରେ ବିଏମସି (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ରୋକ ଲଗାଯାଇଛି। ଏନେଇ ବିଏମସି କମିସନର ନିର୍ଦ୍ଦେଶନାମା…

ଭାରତକୁ ଆସିନାହିଁ ବ୍ରିଟେନର ନୂଆ କରୋନା ଭାଇରସ – ଏଡସ୍ ଗବେଷଣା ପ୍ରତିଷ୍ଠାନ

ରାଷ୍ଟ୍ରୀୟ ଏଡସ୍ ଗବେଷଣା ପ୍ରତିଷ୍ଠାନ କହିଛି ଯେ ବ୍ରିଟେନରେ ମିଳିଥିବା ନୂତନ କରୋନା ଭୁତାଣୁ ଭାରତକୁ ଆସିନାହିଁ। ପ୍ରତିଷ୍ଠାନ ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏଭଳି ତଥ୍ୟ ମିଳିଥିବା କୁହାଯାଇଛି। ରାଷ୍ଟ୍ରୀୟ ଏଡସ୍ ଗବେଷଣା ପ୍ରତିଷ୍ଠାନ ହେଉଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍…

ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ ଟେଷ୍ଟ ଦାବି; ହାଇକୋର୍ଟରେ ମିସ୍‌କେସ୍‌ ଦାୟର

କଟକ: ଯଦୁପୁର ନାବାଳିକା ବଳାତ୍କାର ମାମଲାରେ ହାଇକୋର୍ଟରେ ମିସ୍‌କେସ୍‌ ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମିସ୍‌ କେସ୍‌ ଦାୟର କରାଯାଇଛି। ଏହି ମିସ୍‌ କେସ୍‌ରେ ମାମଲାର ସିବିଆଇ ତଦନ୍ତ ଦାବିକୁ ଦୋହରାଇଛି ବିକାଶ ପରିଷଦ। ଏହା ସହିତ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏବଂ…

‘ଅବଢ଼ା’କୁ ଅବମାନନା: ‘ଓଡ଼ିଆ ଅବଢ଼ା’ ରେଷ୍ଟୁରାଣ୍ଟ ନାମରେ ସିଂହଦ୍ବାର ଥାନାରେ ଏତଲା

ପୁରୀ: ସମ୍ବଲପୁରରେ ‘ଓଡ଼ିଆ ଅବଢ଼ା’ ନାମକ ଏକ ରେଷ୍ଟୁରାଣ୍ଟ ଲୋକଙ୍କୁ ‘ଅବଢ଼ା’ ନାମରେ ଖାଦ୍ୟ ପରସୁଛି। ହୋଟେଲର ଡାଇନିଂ ଟେବୁଲ ଉପରେ କଦଳୀ ପତ୍ର ପକାଇ ଲୋକଙ୍କୁ ଅବଢ଼ା ନାଁରେ ଭାତ, ଡାଲି, ବେସର ପରସାଯାଉଛି। ଏହାଦ୍ବାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ‘ଅବଢ଼ା’କୁ ଅବମାନନା…

ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦବୋଧନ

ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ପରିବାରରେ ବାପା-ମାଆଙ୍କ ପ୍ରତି ଦାୟିତ୍ୱକୁ ଭୁଲିବାନି, ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଓ ସମାଜର…

ନିଜ ପସନ୍ଦରେ ବିବାହ ଓ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କରାଯାଇପାରିବ ନାହିଁ: କଲକାତା ହାଇକୋର୍ଟ

କଲକାତା: ଯଦି କେହି ପ୍ରାପ୍ତ ବୟସ୍କା ଝିଅ କିମ୍ବା ପୁଅ ନିଜ ପସନ୍ଦରେ ବିବାହ ଏବଂ ଧର୍ମ ପରିବର୍ତ୍ତନ କରୁଛନ୍ତି, ତେବେ ଏଥିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ଜଣେ ଝିଅର ବାପାଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ମାମଲାର ଶୁଣାଣି ସମୟରେ କଲକାତା ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ସୂଚନା…

କୃଷି ଆଇନ୍‌ ପ୍ରତ୍ୟାହାର ପାଇଁ ରକ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ: ନୂତନ ଭାବେ ଲାଗୁ କରାଯିବାକୁ ଥିବା ତିନିଟି କୃଷି ଆଇନ୍‌କୁ କୌଣସି ବି ପରିସ୍ଥିତିରେ ପ୍ରତ୍ୟାହାର କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି। ଏ ପରିସ୍ଥିତିରେ ନୂତନ କୃଷି ଆଇନ୍‌ ପ୍ରତ୍ୟାହାର ଦାବୀରେ ଆନ୍ଦୋଳନ ଅବ୍ୟାହତ ରଖିଥିବା…

ବିଦ୍ୟୁତ ତାର ଛିଣ୍ଡିବାରୁ ଧାନ ଅମଳ ମେସିନ ସହ ଜଳିଗଲେ ଟ୍ରାକ୍ଟର ଚାଳକ

ବୁଗୁଡ଼ା: ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅଂଚଳରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଲଗାଇ ଧାନ ଅମଳ କରୁଥିବା ବେଳେ ଖଳା ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଛି। ଫଳରେ ଟ୍ରାକ୍ଟର ଚାଳକଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ମନୋଜ କୁମାର ପ୍ରଧାନ…

ପଶ୍ଚିମବଙ୍ଗରେ ଅମିତ ଶାହ: ରାମକୃଷ୍ଣ ଆଶ୍ରମରେ ସ୍ବାମୀ ବିବେକାନନ୍ଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

କଲକାତା: ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏଥର ପଶ୍ଚିମବଙ୍ଗକୁ ଦଖଲ କରିବା ଲାଗି ବିଜେପି ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶାସକ ଟିଏମ୍‌ସି କ୍ଷମତା ବଜାୟ ରଖିବାକୁ ନିଜର ପ୍ରୟାସ ଜାରି ରଖିଛି। ତେବେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ବିଧାୟକ ଏବଂ ନେତାମାନେ ଦଳ…
error: Content is protected !!
Open chat