ଆଇପିଏଏଲ୍‌ ବେଟିଂର ମୁଖ୍ୟ ଅଭିଯୁକ୍ତ ଗିରଫ

0 597
greentech

ଭୁବନେଶ୍ବର: ବ୍ରହ୍ମପୁର ପୁଲିସକୁ ମିଳିଛି ସଫଳତା। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ବେଟିଂର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଦିନେଶ ରାଠୀଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିବାରେ ସଫଳ ହୋଇଛି।
କଲକାତାରୁ ବେଟିଂ ଚଳାଇଥିବା ଦିନେଶ ରାଠୀଙ୍କୁ ଗିରଫ କରାଯାଇଛି। ଦିନେଶକୁ କଲକାତାରୁ ବ୍ରହ୍ମପୁର ପୁଲିସ ଗିରଫ କରିଛି। ବ୍ରହ୍ମପୁର ପୁଲିସ ଦିନେଶଙ୍କୁ ୫ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡ୍‌ରେ ଆଣିଲା। ୪ ମାସ ତଳେ ଗୋସାଣି ନୂଆଗାଁରେ ବେଟିଂ ବେଳେ ୬ ଗିରଫ ହୋଇଥିଲେ।

Leave A Reply

Your email address will not be published.

4 × five =

error: Content is protected !!
Open chat