ଆଜି ଆମ ଓଡ଼ିଶାମାଟି ର ସୁଯୋଗ୍ୟ ସନ୍ତାନ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବହୁ ବିଶିଷ୍ଟ ବ୍ଯକ୍ତି ମାନେ ତାଙ୍କୁ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି, କେନ୍ଦ୍ର ଗ୍ରୁହମନ୍ତୀ, ବିଜେପି ରାଷ୍ଟ୍ରୀୟ ସଭାପତି, ବହୁ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ଯ ବିଜେପିର ବହୁ ବିଶିଷ୍ଟ ପଦାଧିକାରୀ ଟ୍ବିଟ୍ କରି ତାଙ୍କ ସ୍ୱସ୍ଥ, ସମୃଦ୍ଧ ଓ ଦୀର୍ଘାୟୁ ଜୀବନ ପାଇଁ କାମନା କରିଛନ୍ତି ।
ଏହି ଅବସରରେ ‘କଳିଙ୍ଗ ଜ୍ୟୋତି’ ପରିବାର ତରଫରୁ ଆଜି ଆମେ ମଧ୍ଯ ଏ ମାଟି ର ସୁଯୋଗ୍ୟ ସନ୍ତାନ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନ ଅବସରରେ ତାଙ୍କ ସ୍ୱସ୍ଥ, ସମୃଦ୍ଧ ଓ ଦୀର୍ଘାୟୁ ଜୀବନ ପାଇଁ କାମନା କରୁଅଛୁ।