ପଦମପୁର ସବ୍ ଜେଲ୍ରୁ ୮୩ କଏଦୀ କରୋନା ପଜିଟିଭ୍ ଚିହ୍ନଟ OdishaRegional By Kalinga Jyoti Last updated May 22, 2021 0 313 Share ବରଗଡ଼ : ପଦମପୁର ସବ୍ ଜେଲ୍ରୁ ୮୩ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ୍ ୧୨୫ ଜଣଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିଲା। ସେଥି ମଧ୍ୟରୁ ୮୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଚିହ୍ନଟ ପଜିଟିଭ୍ ମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ଏସଡିଏମଓ ସୂଚନା ଦେଇଛନ୍ତି। Kalinga Jyoti byurochief reporterkalinga jyotikhabarnewsodia samajaodia sambadodisha