Monthly Archives
June 2020
ରାଜ୍ୟ ସରକାରଙ୍କ ଅନଲକ ୨.୦ ପାଇଁ ଗାଇଡ ଲାଇନ ଜାରି : ସାମାନ୍ୟ କୋହଳ ହେଲା ରାତ୍ରିକାଳୀନ କର୍ଫ୍ୟୁ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି) ୩୦/୦୬ : ଅନଲକ୍-୨ ପ୍ରକ୍ରିୟାରେ ଜୁଲାଇ ମାସ ପାଇଁ ରାଜ୍ୟ ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏଣିକି ଜୁଲାଇ ମାସରେ ୧୦ଟି ଜିଲ୍ଲା ପ୍ରତି ଶନି ଓ ରବିବାର ସଟ୍ଡାଉନ୍ ରହିବ। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର,!-->…
ସାହସ ଓ ଦୃଢ଼ତାର ସହ ଆମକୁ ମିଳିମିଶି କରୋନା ସଂକ୍ରମଣକୁ ମୁକାବିଲା କରିବାକୁ ପଡିବ – ପ୍ରଧାନମନ୍ତ୍ରୀ ମୋଦୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ, ୩୦/୦୬ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ଲକ୍-୨ ସମ୍ବନ୍ଧରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ ଦେଶର ସାମ୍ପ୍ରତିକ କରେନା ପରିସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇଛନ୍ତି। ଗତକାଲି ସନ୍ଧ୍ୟାରେ ଅନ୍ଲକ୍-୨ର!-->…
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ସୂଚନା : ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ଅନ୍ଲକ୍ ୧.୦ର ଅବଧି ଆଜି ମଧ୍ୟରାତ୍ରରେ ଶେଷ ହେଉଥିବା ବେଳେ ଗତକାଲି (ସୋମବାର) ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଅନ୍ଲକ୍ ୨.୦ ପାଇଁ ଗାଇଡ୍ଲାଇନ୍ ଜାରି କରାଯାଇଥିଲା ଏବଂ ଏହାର ଅବଧି!-->…
ସନ୍ଧ୍ୟା ଖବର
https://m.facebook.com/story.php?story_fbid=118146059946595&id=111417877286080
ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଠଗଡ଼ ଏନଏସିକୁ ସଟଡ଼ାଉନ୍ ଘୋଷଣା କଲେ ଜିଲ୍ଲାପାଳ
ଆଠଗଡ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : କଟକ ଜିଲାର ଆଠଗଡ଼ ଏନଏସିକୁ ୬୪ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ। ମଙ୍ଗଳବାର ଦିନ ଦ୍ବିପ୍ରହର ୨ଟାରୁ ଜୁଲାଇ ୩ ତାରିଖ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଠଗଡ଼ ସହରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ!-->…
ମାଲକାନଗିରି ଜିଲ୍ଲାରେ ମୁତୟନ ଥିବା ବିଏସଏଫ ଯବାନଙ୍କ ମଧ୍ୟରୁ ୨୯ଜଣ କରୋନା ଆକ୍ରାନ୍ତ !!
ମାଲକାନଗିରି, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ୨୯ଜଣ ଯବାନଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଥିବା ନେଇ ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାର ୨୯ଜଣ ବିଏସଏଫ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଜିଲ୍ଲାରୁ!-->…
ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ସମ୍ବୋଧନ : ନଭେମ୍ବର ଶେଷ ଯାଏ ଗରିବଙ୍କୁ ମାଗଣା ରାସନ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ଦେଶବାସୀଙ୍କୁ ସମ୍ବୋଧନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ନଭେମ୍ବର ମାସ ଯାଏ ବୃଦ୍ଧି କରାଯାଉଛି। ଏହାର ଅର୍ଥ ୮୦ କୋଟି ଲୋକଙ୍କୁ!-->…
ଭାରତ ସରକାରଙ୍କ ଦ୍ୱାରା ୫୯ଟି ଚାଇନିଜ ଆପକୁ ନିଷିଦ୍ଧ କରାଯିବା ପରେ ଚୀନର ପ୍ରତିକ୍ରିୟା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୩0/୦୬:ଭାରତ ସରକାରଙ୍କ ଦ୍ୱାରା ୫୯ଟି ଚାଇନିଜ ଆପକୁ ନିଷିଦ୍ଧ କରାଯିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଚୀନ ସରକାର ।
ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଯେ ଚୀନ ସରକାର ଏହାକୁ ନେଇ ଚିନ୍ତିତ!-->!-->!-->!-->!-->!-->!-->…