ବଡମ୍ବା ଥାନା ଆଇ.ଆଇ.ସି କରୋନା ପଜିଟିଭ ଚିହ୍ନଟ ପରେ ଥାନାକୁ କଂଟେନମେଂଟ ଜୋନ ଘୋଷଣା ହେଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୨୮/୦୬: ବଡମ୍ବା ଥାନାରେ ଆଇଆଇସି କରୋନା ପଜିଟିଭ ଚିହ୍ନଟ ହେବ ପରେ ଥାନାକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଏହାସହ ଥାନାର ୭ଜଣ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ଆଜି କରାଯିବ । ଥାନାର ଏହି ୭ଜଣ ଥଣ୍ଡା ଜରରେ ଆକ୍ରାନ୍ତ ହୋଇଛନ୍ତି । ଏହାସହ ଏସଡିପିଓ,!-->!-->!-->!-->!-->…