Monthly Archives

June 2020

ଚୀନ ଭାଙ୍ଗି ଥିବା ସୀମା ସଂଯୋଗ ବ୍ରିଜ୍ କୁ , ମାତ୍ର ୬ ଦିନରେ ନିର୍ମାଣ କରି ଦେଲେ ସେନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ପିଥୌରାଗଢ ୨୮/୦୬: ଉତ୍ତରାଖଣ୍ଡର ପିଥୌରାଗଢ ସ୍ଥିତ ମୁନସ୍ୟାରୀରେ ୬ ଦିନ ପୂର୍ବେ ଭାଙ୍ଗିଥିବା ବେଲି ବ୍ରିଜ ପୁନର୍ବାର ତିଆରି ହୋଇ ପ୍ରସ୍ତୁତ ହୋଇ ଯାଇଛି। ମୁନସ୍ୟାରିରୁ ମିଲନ ଯାଉଥିବା ରୁଟ୍‌ରେ ଧାପା ନିକଟରେ ସେନର ନଦୀ ଉପରେ ନିର୍ମିତ ବେଲି ବ୍ରିଜ୍ ଭାଙ୍ଗି

‘ଆପ୍ ସମ୍ପୂର୍ଣ୍ଣ ସୁରକ୍ଷିତ’, ବ୍ୟାନ୍ ହେବା ଖବରକୁ ନେଇ “ଗୁଗୁଲ୍ ପେ” ରଖିଲା ଉତ୍ତର,…

କଳିଙ୍ଗ ଜ୍ୟୋତି ବ୍ୟୁରୋ, ୨୭/୦୬ : ଗତକାଲି ସୋସିଆଲ୍ ମିଡିଆରେ ଗୁଗୁଲ ପେ’ ଆପ୍ ବ୍ୟାନ୍ ହେବା ଖବର ଭାଇରାଲ୍ ହେବା ଦେଖିବାକୁ ମିଳିଥିଲା। ଏହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅଧୀନରେ ଆସୁନାହିଁ ବୋଲି କୁହାଯାଇଥିଲା। ହେଲେ ଏହି ଖବରକୁ ନିଜେ ଏନପିସିଆଇ ମଧ୍ୟ ଖଣ୍ଡନ କରିଛି।

ଜୁଲାଇ ୫ ରେ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ, ୨୭।୬: ଜୁଲାଇ ୫ରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହି ଉପଛାୟା ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ ଏବଂ ଆଫ୍ରିକାର କେତେକ ଅଞ୍ଚଳରେ ଦୃଷ୍ଟିଗୋଚର ହେବ। ଏହା ଏସିଆ ମହାଦେଶରେ ଦୃଶ୍ୟମାନହେବ ନାହିଁ। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ନ

କରୋନାରେ ୩ ନୁହେଁ ଜଣଙ୍କର ହୋଇଛି ମୃତ୍ୟୁ: ଗଞ୍ଜାମ ଜିଲ୍ଲାପାଳ

କଳିଙ୍ଗ ଜ୍ୟୋତି ବ୍ୟୁରୋ ବ୍ରହ୍ମପୁର: ୨୭/୦୬: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ କରୋନାରେ ୩ଜଣ ନୁହେଁ ବରଂ ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଯେଉଁ ଖବର ପ୍ରସାରିତ ହେଉଥିଲା ତାହା ମିଥ୍ୟା ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ରାଜନୈତିକ ବିଦ୍ରୋହ ଉପରୁ ଧ୍ୟାନ ହଟାଇବା ଲାଗି ଉଦ୍ୟମ : ହିନ୍ଦୀ ଭାଷା ଉପରେ…

କାଠମାଣ୍ଡୁ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : ନେପାଳରେ ଏବେ ରାଜନୈତିକ ବିଦ୍ରୋହ ଆରମ୍ଭ ହେଇଛି। ପ୍ରଧାନମନ୍ତ୍ରୀ କେ. ପି. ଓଲି ଏହା ଉପରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା ଲାଗି ଭାରତ ବିରୋଧୀ ପଦ​‌କ୍ଷେପ ନେଇ ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରୁଛନ୍ତି। ସୂଚନାଯୋଗ୍ୟ, ଓଲି ଏବେ ଦେଶରେ ଏକ

ଖୋଲିଲା ହୀରାକୁଦ ବନ୍ଧର ୧୨ଟି ଗେଟ୍: ଆଜି ମୁଣ୍ଡଳି ଠାରେ ପହଞ୍ଚିବ ହୀରାକୁଦ ପାଣି

କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬: ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ଶୁକ୍ରବାର ରାତି ୯ଟା ପରେ ହୀରାକୁଦ ବନ୍ଧର ଆଉ ୨ଟି ଗେଟ୍ ଖୋଲାଯାଇଛି। ଫଳରେ ମୋଟ ୧୨ ଗେଟ୍ ଦେଇ ୧ ଲକ୍ଷ ୮୫ ହଜାର ୧୬୦ କ୍ୟୁସେକ୍ ଜଳ ମହାନଦୀକୁ ନିଷ୍କାସିତ ହେଉଛି। ଏହାପୂର୍ବରୁ ଶୁକ୍ରବାର ରାତି ୯ଟା ପର୍ୟ୍ୟନ୍ତ

ଆଜିଠୁ ପୁରୀରେ ସରୋଲଜିକାଲ ସର୍ଭେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୬ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଏହା ଉପରେ କାବୁ ପାଇବା ଲାଗି ସରୋଲଜିକାଲ୍ ସର୍ଭେ କରିବା ପାଇଁ

ଭୁବନେଶ୍ୱରରୁ ଆଉ ୯ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି

ରାଜଧାନୀରେ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍। ଶନିବାର ଆଉ ୯ ପଜିଟିଭ୍ ଚିହ୍ନଟ ହେବା ସହିତ ଭୁବନେଶ୍ୱର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଛି। ଏନେଇ ବିଏମସି ଟୁଇଟ୍ କରି ସୂଚନା ଦେଇଛି। ଆଜି ନୂଆକରି ଚିହ୍ନଟ ହୋଇଥିବା ୯ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଜଣେ ହୋମ୍

ପୁଣି ବନ୍ଧୁ ପଣିଆର ବଦାନ୍ୟତା ଦେଖେଇଲେ ସବ୍ୟସାଚୀ,ଗୁଜୁରାଟରୁ ଆଣିଲେ ୫ ବନ୍ଧୁ ଙ୍କୁ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୭/୦୬: ବିପଦ ବେଳେ ବନ୍ଧୁ ପାଇଁ ଅଣ୍ଟା ଭିଡ଼ି ବାହାରି ଆସୁଥିବା ବ୍ୟକ୍ତି ହିଁ ଅସଲ ବନ୍ଧୁ। ଏହି ବନ୍ଧୁତ୍ବର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟରେ। କେନ୍ଦ୍ରାପଡ଼ା ମାର୍ଶାଘାଇର ୫ ଯୁବକ ଗୁଜରାଟର ଏକ ସୂତା ମିଲ୍‌ରେ କାମ କରୁଥିଲେ। ଲକ୍‌ଡାଉନ୍‌

କାଲି ଠାରୁ ୨ ଦିନ ପ୍ରବଳ ବର୍ଷା ହେବ-ଭୁବନେଶ୍ୱର ପାଣିପାଗ କେନ୍ଦ୍ର

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର,୨୭/୦୬: ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।। ଘଡ଼ଘଡ଼ି ବିଜୁଳି ସହ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିପାଇଁ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ
error: Content is protected !!
Open chat