Monthly Archives

June 2020

ମୁମ୍ବାଇର ପ୍ରସିଦ୍ଧ ‘ବିସ୍‌ଲାରି ପାଣିପୁରି’ ବିକ୍ରେତା କରୋନାରେ ଜୀବନ ହାରିଲେ।

ମୁମ୍ବାଇ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : କରୋନାରେ ଜୀବନ ହାରିଲେ ମୁମ୍ବାଇର ପ୍ରସିଦ୍ଧ ‘ବିସ୍‌ଲାରି ପାଣିପୁରି’ ବିକ୍ରେତା । ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତ ପ୍ରାଣ ହରାଇବା ପରେ ସ୍ଥାନୀୟ ଲୋକ ଟଙ୍କା ଆଦାୟ କରି ତାଙ୍କ ପରିବାର ଲୋକଙ୍କୁ ୨.୫ ଲକ୍ଷ ଟଙ୍କାର ସହାୟତା ରାଶି

ମାତ୍ର ୬ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ବଢ଼ିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୬: ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା। ମାତ୍ର ୬ ଦିନ ଭିତରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷରୁ ବଢ଼ି ୫ ଲକ୍ଷରେ ପହଞ୍ଚି ଯାଇଛି। ଶୁକ୍ରବାର (ଗତକାଲି) ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଥିଲା।

ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନିଶ୍ଚିନ୍ତକୋଇଲି ୨୭।୦୬: ବ୍ୟାଙ୍କ କର୍ମଚାରୀ ଙ୍କୁ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ ।ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅନ୍ତର୍ଗତ କାନରା ବ୍ୟାଙ୍କର ଫିଲଡ଼ ଅଫିସର ହୃଦାନନ୍ଦ ସିଂହଙ୍କ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲେରେ ଭର୍ତ୍ତି

ଜୁଲାଇ ୩୧ ଯାଏ ଦିଲ୍ଲୀ ରେ ସ୍କୁଲ୍ ବନ୍ଦ ରହିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୬ : କରୋନା ମହାମାରୀ ପାଇଁ ଦିଲ୍ଲୀରେ ଜୁଲାଇ ୩୧ ଯାଏ ସ୍କୁଲ ବନ୍ଦ ରହିବ। ଏ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଏହା କହିଛନ୍ତି। ଶିକ୍ଷା ବିଭାଗ ସହିତ ଶୁକ୍ରବାର ବୈଠକ କରିବା ପରେ ସିସୋଦିଆ ଏହା

“ଗ୍ଲୋ ଆଣ୍ଡ ଲଭଲି” ନାମରେ ଆସିପାରେ ‘ଫେୟାର ଆଣ୍ଡ ଲଭଲି’ କ୍ରିମ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ: ତେଲ, ସାବୁନ ସହ ଦୈନିକ ବ୍ୟବହାର ଉପଯୋଗୀ ସାମଗ୍ରୀ ନିର୍ମାଣ କରୁଥିବା ହିନ୍ଦୁସ୍ତାନ ୟୁନିଲିଭର ଏହାର ଲୋକପ୍ରିୟ କ୍ରିମ ‘ଫେୟାର ଆଣ୍ଡ ଲଭଲି’ର ନାମ ପରିବର୍ତ୍ତନ କରିବାର ସୂଚନା ଦେଇଥିଲା | ନାମ ପରିବର୍ତ୍ତନ ପରେ ଏହାର ନାମ ‘ଗ୍ଲୋ ଆଣ୍ଡ ଲଭଲି’

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ନାଁରେ ଥାନାରେ ମାମଲା ରୁଜୁ କଲା କଂଗ୍ରେସ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର,୨୭/୦୬: କରୋନା କଟକଣାକୁ ଉଲ୍ଲଘଂନ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ଝାରସୁଗୁଡ଼ା ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ସଭା ଆୟୋଜନ କରିଥିବାରୁ ତାଙ୍କ ବିରୁଦ୍ଧରେ ଆଜି କଂଗ୍ରେସ ପକ୍ଷରୁ ଥାନା ଏକ ମାମଲା ରୁଜୁ ହୋଇଛି। ସରକାରୀ

ଚଣ୍ଡିଗଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ବ୍ୟାଟେରି ସ୍ୱାପିଂ ସୁବିଧା ଲୋକାର୍ପିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଭୁବନେଶ୍ୱର ୨୭/୦୬ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଚଣ୍ଡିଗଡ ଠାରେ ବିଦ୍ୟୁତ ଚାଳିତ ଗାଡି ପାଇଁ ବ୍ୟାଟେରି ସ୍ୱାପିଂ ସୁବିଧା ଏବଂ କୁଇକ୍ ଇଂଟରଚେଞ୍ଜ୍ ଷ୍ଟେସନର ଲୋକାର୍ପଣ କରିଛନ୍ତି।

ଜଗନ୍ନାଥପ୍ରେମୀ ଭକ୍ତଙ୍କ ଭାବାବଗେକୁ ଆଘାତ : ଚେୟାର ରେ ବସି ଅଭଡ଼ା ଖାଇଲେ ପୋଲିସ ବାବୁ, ସୋସିଆଲ ମିଡିଆରେ ଫଟୋ ହେଲା…

ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପାଖରେ ଅର୍ପିତ ହେଉଥିବା ପ୍ରସାଦକୁ ଶ୍ରୀମହାପ୍ରସାଦ ବୋଲି କୁହାଯାଏ। ଷଡ଼ଙ୍ଗ ସଂସ୍କାର ମାଧ୍ୟମରେ ମହାପ୍ରସାଦ ଠାକୁରଙ୍କୁ ଅର୍ପଣ କରାଯାଏ। ଶ୍ରୀମନ୍ଦିରରେ ଯେଉଁ ମହାପ୍ରସାଦ ପ୍ରସ୍ତୁତ କରାଯାଏ ଶାସ୍ତ୍ରାନୁସାରେ

ମାତ୍ର ୩୦ ମିନିଟରେ ଆସିବ କରୋନା ରିପୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬ : ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ (ଆଇସିଏମ୍‌ଆର୍‌) ସମସ୍ତ ରାଜ୍ୟକୁ ଆଣ୍ଟିଜନ୍‌ ଟେଷ୍ଟ୍‌ ଅନୁମତି ଦେଇଛି । ଏଥିସହ ସମସ୍ତ ହସ୍ପିଟାଲ, ଅଫିସ୍‌ ଓ ପବ୍ଲିକ୍‌ ସେକଫର ୟୁନିଟକୁ ରାପିଡ୍‌ ଆଣ୍ଟିଜନ୍‌ ଟେଷ୍ଟ୍‌ କରିବାକୁ ପରାମର୍ଶ

ଆଜି ହେରା ପଂଚମୀ: ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ;

ଶ୍ରୀମନ୍ଦିରରେ ଛାଡି ଆସିଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଛନ୍ତି ଶ୍ରୀଦେବୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ୨୭/୦୬:ଆଜି ହେରା ପଂଚମୀ । ନନ୍ଦିଘୋଷ ରଥ ଭାଂଗିବେଲକ୍ଷ୍ମୀ ଠାକୁରାଣୀ । ଲଷ୍ମୀଙ୍କୁ ଛାଡି ଜଗନ୍ନାଥ ମହାପ୍ରଭୁ ଭଉଣୀ ଓ ଭାଇଙ୍କୁ ସାଙ୍ଗରେ ନେଇ ନଅ ଦିନର ଯାତ୍ରା
error: Content is protected !!
Open chat