ସୁରକ୍ଷାକର୍ମୀ ଓ ପୁଲିସଙ୍କ ସହ ଆତଙ୍କବାଦୀଙ୍କ ଗୁଳିବିନିମୟ : ଜାମ୍ମୁକାଶ୍ମୀରରେ ଜଣେ ଆତଙ୍କବାଦୀ ନିହତ।
					ନୂଆଦିଲ୍ଲୀ / ଜାମ୍ମୁକାଶ୍ମୀର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୬/୦୬ :  ତ୍ରାଲରଚେୱା ଉଲାର ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ପୁଲିସ, ସେନା ଏବଂ ସିଆରପିଏଫ୍ର ମିଳିତ ଦଳ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟ ମଧ୍ୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ!-->…				
						