ଟିକ-ଟକ ବ୍ୟାନ ପରେ ଓଡ଼ିଆ ଯୁବକଙ୍କ ଦ୍ୱାରା ବିକଶିତ ଆପ ‘ଚିଙ୍ଗାରୀ’ର ବଢ଼ିଲା ଚାହିଦା
ଭୁବନେଶ୍ୱର: ଟିକଟକ୍ ସମେତ ଚୀନର ୫୯ଟି ଆପର ବ୍ୟବହାରକୁ ଭାରତ ସରକାର ନିଷେଧ କରିବା ପରେ ଏବେ ଓଡ଼ିଆ ଯୁବକଙ୍କ ଦ୍ୱାରା ପ୍ରସ୍ତୁତ ‘ଚିଙ୍ଗାରୀ’ ଆପର ଡାଉନଲୋଡ୍ ସଂଖ୍ୟା ବଢ଼ିବାରେ ଲାଗିଛି | ଓଡ଼ିଆ ଯୁବକଙ୍କ ନାଁ ବିଶ୍ୱାତ୍ମା ନାୟକ ବୋଲି ଜଣା ପଡିଥିବା ବେଳେ ସେ କଟକର ବାସିନ୍ଦା |!-->!-->!-->!-->!-->…