Monthly Archives

June 2020

ଦେଶରେ ଥିବା ସମସ୍ତ ସମବାୟ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ପରିଚାଳିତ ହେବ।

ନୂଆଦିଲ୍ଲୀ/ଭୁବନେଶ୍ବର : ‌କେନ୍ଦ୍ର କ୍ୟାବିନେଟ୍‌ରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧୀନକୁ ଆଗାମୀ ଦିନରେ ସମସ୍ତ ସମବାୟ ବ୍ୟାଙ୍କ ଆସିବ । ଏଥିପାଇଁ ସରକାର ଏକ ଅଧ୍ୟାଦେଶ ଆଣିବେ। ସେଥିରେ ରାଷ୍ଟ୍ରପତି ଯେଉଁଦିନ ସ୍ବାକ୍ଷର କରିବେ ସେହିଦିନ ଠାରୁ ସମସ୍ତ ସମବ‌ାୟ

ଆସିଲା ସୁଶାନ୍ତଙ୍କ ଅନ୍ତିମ ଶରୀର ବ୍ୟବଚ୍ଛେଦ ରିପୋର୍ଟ, ଏବେ ସୁଦ୍ଧା ୨୩ ଜଣଙ୍କୁ ଜେରା

କଳିଙ୍ଗଜ୍ୟୋତି ମୁମ୍ବାଇ ୨୫/୦୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ଶରୀର ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କରିଛି ମୁମ୍ବାଇ ପୁଲିସ୍‌। ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପୂରାପୂରି ଭାବେ ଆତ୍ମହତ୍ୟା‌। ସେଥିରେ କୌଣସି ପ୍ରକାରର

ରାଜ୍ୟରେ ଆଉ ୨୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ

କଳିଙ୍ଗ ଜ୍ୟୋତି ଭୁବନେଶ୍ବର ୨୫/୦୬ : ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ନୂଆକରି ୨୧୦ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬ ହଜାରରେ ପହଞ୍ଚିଛି।ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ୍

ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦ ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍

କଳିଙ୍ଗ ଜ୍ୟୋତି ସମ୍ବଲପୁର ୨୬/୦୬: ଆଜି ହୀରାକୁଦ ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ପାରମ୍ପରିକ ପୂଜାର୍ଚ୍ଚନା ପରେ ଏହି ଗେଟ୍ ଖୋଲାଯାଇଥିବାର ସୂଚନା ମିଳିଛି।ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ଜଳ ନିଷ୍କାସନ ହେବ ବୋଲି ଗତକାଲି ସୂଚନା

ଶେଷ ପର୍ଯ୍ୟାୟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କୋଭିଡ୍-୧୯ ଟିକା

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୫/୦୬: କରୋନାଭାଇରସ୍ କବଳରୁ କି ଭଳି ଲୋକମାନଙ୍କୁ ନିରାପଦ ରଖୁଛି ତାହା ଜାଣିବାକୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିଡ୍-୧୯ ନିରୋଧୀ ଟିକାର ଡାକ୍ତରୀ ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଆଷ୍ଟ୍ରାଜେନିକାକୁ ଲାଇସେନ୍‌ସ୍

ଯାଜପୁରରେ କେନାଲ କାମରେ ଦୁର୍ନୀତି ଅଭିଯୋଗ । ବିନା ଫଳକରେ ଚାଲିଛି ୧୧ କୋଟିରୁ ଅଧିକ ଟଙ୍କାର କାମ, ଠିକାଦାର ଓ…

କଳିଙ୍ଗ ଜ୍ୟୋତି ଯାଜପୁର ଜିଲ୍ଲାରେ କେନାଲ କଂକ୍ରିଟକରଣ କାମରେ ବଡ ଠକେଇ ଅଭିଯୋଗ ହୋଇଛି । ସାମ୍ନାକୁ ଆସିଛି ଠିକାଦାର ଓ ଜଳସେଚନ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା । କାମ ସରିନି , କେନାଲର କଂକ୍ରିଟ୍ ଫାଟି ଆଁ କଲାଣି । ପ୍ରାୟ ୯ କିଲୋମିଟର କାମରୁ ୭୦ ପ୍ରତିଶତ ସ୍ଥାନରେ ଫାଟି

ଜମ୍ମୁ ଓ କଶ୍ମୀର ରେ ଏନକାଉଁଣ୍ଟର,୨ ଆତଙ୍କବାଦୀ ସଫା

ଶ୍ରୀନଗର : ଆଜି ସକାଳେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍ ଠାରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନ୍‌କାଉଣ୍ଟର୍ ଘଟଣାରେ ଦୁଇଜଣ ଆତଙ୍କବାଦୀ ସଫା ହୋଇଛନ୍ତି। ସେନାର ୨୨ଆର୍‌ଆର୍, ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ସିଆର୍‌ପିଏଫ୍‌ର ମିଳିତ ଦଳ

କୋରନା ବିଶ୍ୱରେ ୨୪ ଘଣ୍ଟାରେ ୫ ହଜାର ଜୀବନ ନେଲା

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୫/୦୬: ବିଶ୍ୱରେ କରୋନା ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଦିନକୁ ଦିନ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପକ୍ଷେ ମେଡିସିନ ବା ଭାକ୍ସିନ ବାହାରି ପାରି ନ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡୁଛି। ଗତ ୨୪ ଘଣ୍ଟାରେ

ଜାତୀୟ ସୁରକ୍ଷା ପ୍ରସଙ୍ଗ: ମୋଦୀଙ୍କ ଉପରେ ୭୨% ଲୋକଙ୍କ ଆସ୍ଥା

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୫/୦୬-: ଗଲ୍‌ୱାନ ଘାଟିରେ ଭାରତ-ଚୀନ୍‌ ସେନା ମଧ୍ୟରେ ସଂଘର୍ଷ ପରଠାରୁ କଂଗ୍ରେସ ସରକାରକୁ ଲଗାତାର ଟାର୍ଗେଟ୍‌ କରିଆସିଛି। ତେବେ ଭାରତ-ଚୀନ୍‌ ମଧ୍ୟରେ ସୀମା ବିବାଦ ବଢ଼ିଥିବାବେଳେ ବର୍ତ୍ତମାନ ସ୍ଥିତିରେ କିଏ ଜାତୀୟ ସୁରକ୍ଷା ସ୍ଥିତିକୁ ଭଲଭାବେ ମୁକାବିଲା
error: Content is protected !!
Open chat