ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନସର ହସ୍ପିଟାଲର ୨ନର୍ସ କରୋନା ପଜିଟିଭ୍ : କୋଭିଡ ହସ୍ପିଟାଲରେ ଭର୍ତ୍ତି
କଳିଙ୍ଗ ଜ୍ୟୋତି କଟକ ୨୯/୦୬ : କଟକ ବଡ଼ ଡାକ୍ତରଖାନା ସନ୍ନିକଟ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଗବେଷଣା କେନ୍ଦ୍ରରେ ୨ଜଣ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୨ ଜଣ ନର୍ସ ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଚାର୍ଯ୍ୟ ହରିହରର କର୍କଟ ରୋଗ ଗବେଷଣା!-->!-->!-->!-->!-->…