କରୋନାକୁ ନେଇ ଚାଇନାର ଧମକ: ଏହା ମାତ୍ର ଆରମ୍ଭ , ବିଶ୍ୱ ଆହୁରି କ୍ଷତି ସହିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ବେଜିଂ ୦୯/୦୭ : ଆମେରିକାର ଚାପ ପଡିବା ସତ୍ତ୍ୱେ ଚାଇନା ସାରା ବିଶ୍ୱକୁ ପୁଣି ଧମକ ଦେଇଛନ୍ତି। କରୋନା ଯୋଗୁ ସାରା ବିଶ୍ୱ ଆହୁରି କ୍ଷତି ସହିବ ବୋଲି ଚାଇନା ପକ୍ଷରୁ କୁହାଯାଇଛି।
ଚାଇନା ସରକାରଙ୍କ ନିୟନ୍ତ୍ରଣାଧୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ!-->!-->!-->!-->!-->!-->!-->…