ଧର୍ମଗଡ଼ ସହର କୁ ଛୁଇଁଲା କରୋନା : କଣ୍ଟେନମେଣ୍ଟ ଜୋନ ଘୋଷଣା।
ଭବାନୀପାଟଣା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୭/୦୭ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର ତିନି ଓ ସାତ ରେ ଦୁଇଜଣ କରୋନା ସଂକ୍ରମିତ ହେବାପରେ ଜନସାଧାରଣରେ ଆତଙ୍କ ଦେଖାଦେଇଛି। ଗତ କାଲି ଜଣେ ଦିଲ୍ଲୀ ଫେରନ୍ତା ଯୁବକ ଗୃହ ସଂଘରୋଧରେ ଥିବା ବେଳେ ସ୍ୱାବ!-->…