Daily Archives

July 27, 2020

ତିନୋଟି ଉଚ୍ଚ ଦକ୍ଷତା ବିଶିଷ୍ଟ କରୋନା ପରୀକ୍ଷଣ କେନ୍ଦ୍ରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ନୋଏଡ଼ା,…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୭ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ଉଚ୍ଚ ଦକ୍ଷତା ବିଶିଷ୍ଟ କୋଭିଡ୍ ପରୀକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି । ଭିଡିଓ କନଫେରେନ୍ସିଂ ଜରିଆରେ ନୋଏଡ଼ା, ମୁମ୍ବାଇ ଏବଂ କୋଲକାତାଠାରେ ଏହି ୩ଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷଣ

ରାଜ୍ୟ ସୂଚନା କମିସନଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ସୂଚନା ନ ଦେଲେ ଅଧିକାରୀ ଦେବେ ୨୫ ହଜାର ଜୋରିମାନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ରାଜ୍ୟ ସୂଚନା କମିସନଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଏଣିକି ସୂଚନା ପ୍ରଦାନ କ୍ଷେତ୍ରରେ କୌଣସି ଅଧିକାରୀ ଜାଣିଶୁଣି ଅବହେଳା କଲେ ଦଣ୍ଡିତ ହେବେ। ସମ୍ପୂକ୍ତ ଅଧିକାରୀଙ୍କୁ ୨୫ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ।

ବିଜୟ ମହାନ୍ତିଙ୍କ ପରେ ଆରପାରିରେ ଆଉ ଜଣେ ଓଡିଆ କଳାକାର ! ! ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ –…

ଢ଼େଙ୍କାନାଳ ଜିଲ୍ଲା, ଭାପୁରସ୍ଥ ଜନ୍ମଭୂମିରେ ହେବ ଶେଷକୃତ୍ୟ।ପ୍ରସିଦ୍ଧ ଓଡିଆ ଆଲବମ୍ 'ତୋର କୃଷ୍ଣ ଚୁଡ଼ା ରଙ୍ଗର ନାଲି ଓଢ଼ଣୀ', 'ଏକଡ଼ା ଏକଡ଼ା ରା' ର ଲୋକପ୍ରିୟ ଅଭିନେତ୍ରୀ ଥିଲେ ଦୀପା ସାହୁ । ଭୁବନେଶ୍ଵର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୭/୦୭ : ବିଜୟ ମହାନ୍ତିଙ୍କ ପରେ ଆଉ ଜଣେ

ପୁର୍ନଉଦ୍ଧାର ଅପେକ୍ଷାରେ ମୟୂରଭଞ୍ଜ ଜିଲ୍ଲାର ଐତିହ୍ୟ ରାସଗୋବିନ୍ଦପୁର ସ୍ଥିତ ‘ଅମର୍ଦ୍ଦା ଏୟାର…

ରକ୍ଷଣାବେକ୍ଷଣ ଓ ପୁର୍ନଉଦ୍ଧାର ନିମନ୍ତେ ଗୁମୁରି କାନ୍ଦୁଛି 'ଅମର୍ଦ୍ଦା ଏୟାର ଷ୍ଟ୍ରିପ' ! ! ବାରିପଦା / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୭ : ଗୁମୁରି କାନ୍ଦୁଛି ମୟୂରଭଞ୍ଜର ଐତିହ୍ୟ ରାସଗୋବିନ୍ଦପୁର ସ୍ଥିତ 'ଅମର୍ଦ୍ଦା ଏୟାର ଷ୍ଟ୍ରିପ'। ବ୍ରିଟିଶ ଶାସନ ସମୟରେ

ବଳଦ ନଥିବାରୁ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଲଙ୍ଗଳ ଧରି ହଳ କରୁଥିଲେ ଦୁଇ ଝିଅ, ଖବର ପାଇବା ପରେ ଟ୍ରାକ୍ଟର ପଠାଇଲେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭: କରୋନା କାଳରେ ଜମି ହଳ ପାଇଁ ବଳଦ କିଣିବା ପାଇଁ ବାପାଙ୍କ ପାଖରେ ଟଙ୍କା ନଥିବାରୁ ଦୁଇଝିଅ ବଳଦ ଭଳି କାମ କରୁଥିବାର ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ବାପାଙ୍କ କାନ୍ଧରେ ବୋଝ ନହୋଇ ଦୁଇ ଝିଅଙ୍କ ଏଭଳି କାମକୁ ଅନେକ କ୍ଷେତ୍ରରେ

କୋଭିଡ୍-୧୯ ତଥ୍ୟ ପ୍ରଦାନରେ ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଓଡିଶା, ପ୍ରଥମରେ କର୍ଣ୍ଣାଟକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ଓଡ଼ିଶା ସମେତ ସାରା ବିଶ୍ୱରେ କରୋନା ମହାମାରୀ ଏବେ ଆତଙ୍କ ସୃଷ୍ଟି କରିଛି। କାହାର ଜୀବନ ଗଲାଣି, ଆଉ କିଏ ହରାଇଛି ଜୀବିକା। ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ପଦକ୍ଷେପ ମାଧ୍ୟମରେ ଏହି ମହାମାରୀକୁ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର

ସୌରଭ ଗାଙ୍ଗୁଲି ଆଇସିସି ସଭାପତି ହେବା ପାଇଁ ଯୋଗ୍ୟ : କୁମାର ସାଙ୍ଗାକାରା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/କଲମ୍ବୋ ୨୭/୦୭: ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଆନ୍ତର୍ଜାତିକ କ୍ରିକେଟ୍‍ ପରିଷଦ (ଆଇସିସି)ର ସଭାପତି ହେବା ପାଇଁ ଯୋଗ୍ୟ। ଏଥିପାଇଁ ଗାଙ୍ଗୁଲିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି ଶ୍ରୀଲଙ୍କାର

ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ ଏବଂ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୭ : ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। କେବେ‌ ମାଟ୍ରିକ୍‌ ଫଳାଫଳ ପ୍ରକାଶ ପାଇବ ସେ ନେଇ ପରୀକ୍ଷାର୍ଥୀଙ୍କ ମନରେ ଯେଉଁ ଉତ୍ସୁକତା

ବିଭିନ୍ନ ସମସ୍ୟାର ଅଭିଯୋଗ କରିବା ପାଇଁ ସାଧାରଣ ଜନତାଙ୍କ ପାଇଁ କଟକ ଡିସିପିଙ୍କ ଦ୍ୱାରା ହ୍ୱାଟ୍ସଆପ୍ ନମ୍ବର ଜାରି :…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ବିଭିନ୍ନ ସମସ୍ୟାର ଅଭିଯୋଗ କରିବା ପାଇଁ ସାଧାରଣ ଜନତାଙ୍କ ପାଇଁ କଟକ ଡିସିପି ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି। ଜାରି ହୋଇଥିବା ନମ୍ବର ଟି ହେଲା ୮୭୬୩୦୬୮୧୬୭। ଏହି ନମ୍ବରରେ ଲୋକମାନେ ସେମାନଙ୍କର ସମସ୍ୟା ବିଷୟରେ ଅଭିଯୋଗ

ଇସ୍‌ଲାମିକ୍ ଷ୍ଟେଟ୍ ର ସାଙ୍ଘାତିକ ଷଡଯନ୍ତ୍ର : ଭାରତୀୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ କରୋନା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭:ଦ୍ରୁତ ବେଗରେ ବ୍ୟାପୁଥିବା ଅଭିନବ କରୋନାଭାଇରସ୍ ବିପକ୍ଷରେ ବିଶ୍ବ ଲଢୁଥିବା ବେଳେ ଇସ୍‌ଲାମିକ୍ ଷ୍ଟେଟ୍ ଅନ୍‌ଲାଇନ୍ ପ୍ରକାଶନ ‘ଭଏସ୍ ଅଫ୍ ହିନ୍ଦ୍’ ତା’ର ସମର୍ଥକମାନଙ୍କୁ କହିଛି କି, ସେମାନେ ଏ ମହାମାରୀକୁ ସୁଯୋଗ ଭାବେ ବ୍ୟବହାର କରନ୍ତୁ ଓ
error: Content is protected !!
Open chat