Monthly Archives

July 2020

ସତର୍କତା ସତ୍ତ୍ୱେ ଉତ୍ତର କୋରିଆରେ ପ୍ରବେଶ କଲା କରୋନା – ପ୍ରଥମ ରୋଗୀ ଚିହ୍ନଟ ପରେ ‘କେସୋଙ୍ଗ’…

ନୂଆଦିଲ୍ଲୀ / ପ୍ୟୋଙ୍ଗୟୋଙ୍ଗ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୭/୦୭ : ଉତ୍ତର କୋରିଆରେ କରୋନା ଭୂତାଣୁ ବା କୋଭିଡ -୧୯ର ପ୍ରଥମ ମାମଲା ଦେଖିବାକୁ ମିଳିଛି । କରୋନାର ପ୍ରଥମ ମାମଲା ଚିହ୍ନଟ ପରେ କିମ ଜୋଙ୍ଗ-ଉନ୍ ପ୍ରଶାସନ 'କେସୋଙ୍ଗ' ସୀମାକୁ ଲକଡାଉନ ଓ ଜରୁରୀ ପରିସ୍ଥିତି ଘୋଷଣା

କେରଳ ଓ କର୍ଣ୍ଣାଟକରେ ବହୁ ISIS ଆତଙ୍କବାଦୀ ସକ୍ରିୟ ଅଛନ୍ତି ! ! ଭାରତକୁ ସତର୍କ କରାଇଲା ଜାତିସଂଘ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ଭାରତୀୟ ଉପମହାଦେଶରେ କେବଳ ISIS ନୁହେଁ, ଅଲ୍‌କାଏଦାର ଏକ ଟିମ୍‌ ଭାରତରେ ବି ସକ୍ରିୟ ଥିବା ଚେତାଇ ଦେଇଛି ଜାତିସଂଘ। ଯେଉଁଥିରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ମିଆଁମାରରୁ ୧୫୦ ରୁ ୨୦୦ ଆତଙ୍କବାଦୀ ଅଛନ୍ତି। କେରଳ ଓ କର୍ଣ୍ଣାଟକରେ

‘ମୁଁ ନିବେଦନ କରୁଛି ଚାଷୀ ଭାଇମାନେ କାଳିଆ ଟଙ୍କା ଫେରାନ୍ତୁ ନାହିଁ ‘ – ବିରୋଧୀ ଦଳ ନେତା ପ୍ରଦୀପ୍ତ…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ଅଯୋଗ୍ୟ ଦର୍ଶାଇ କାଳିଆ ଟଙ୍କା ଫେରସ୍ତ ଲାଗି ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓ ଟଙ୍କା ନ ଫେରାଇବାକୁ ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି,

ସବୁ ବିଶ୍ବବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା, ପିଜି ପାଠ୍ୟକ୍ରମ ପାଇଁ ‘ସାମ୍‌ସ’ରେ ଆବେଦନ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ଚଳିତ ବର୍ଷ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସବୁ ବିଶ୍ବବିଦ୍ୟାଳୟର ଏକକ ଭାବେ ନାମଲେଖା ପାଇଁ ପ୍ରଥମଥର ଉଚ୍ଚଶିକ୍ଷା ବିଭାଗ ଏଭଳି ପଦକ୍ଷେପ ନେଇଛି। ଏହାକୁ କାର୍ଯ୍ୟକାରୀ

ଚୀନ ଓ ପାକିସ୍ତାନ ଭାରତ ବିରୋଧରେ ଜୈବିକ ଯୁଦ୍ଧ ଷଡ଼ଯନ୍ତ୍ର କରୁଛନ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ, ନୂଆଦିଲ୍ଲୀ, ୨୬/୦୭ : ଭାରତ ବିରୋଧରେ ଜୈବିକ ଯୁଦ୍ଧ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଚୀନ ଏବଂ ପାକିସ୍ତାନ। କେବଳ ଭାରତ ନହେଁ, ଅନେକ ପାଶ୍ଚାତ୍ୟ ଦେଶକୁ ବି ଏହି ଦୁଇଦେଶ ଟାର୍ଗେଟ କରିଛନ୍ତି। ଏଥିପାଇଁ ଚୀନ ଏବଂ ପାକିସ୍ତାନ ମଧ୍ୟରେ ୩ବର୍ଷ ପାଇଁ ଗୁପ୍ତ ଚୁକ୍ତି

ଗ୍ରୋସରୀ ଓ ଅତ୍ୟାବଶ୍ୟକ ଜିନିଷ ଯୋଗାଇବ ଜିଓ ମାର୍ଟ :ଆପକୁ ୧୦ ଲକ୍ଷରୁ ଅଧିକ ଡାଉନଲୋଡ କଲେଣି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ଘରେ ବସି ଲୋକଙ୍କୁ ଗ୍ରୋସରୀ, ପନିପରିବା ସହ ଅତ୍ୟାବଶ୍ୟକ ଜିନିଷ ଯୋଗାଇବ ଜିଓମାର୍ଟ ଆପ। ଆଜ୍ଞା ହଁ, ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆଇଓଏସ୍ ଆପ୍ ଷ୍ଟୋରରେ ବର୍ତ୍ତମାନ ଉପଲବ୍ଧ ଜିଓମାର୍ଟ ଆପ୍। ଏହି ଆପଟିକୁ ବର୍ତ୍ତମାନ ୧୦ ଲକ୍ଷରୁ ଅଧିକ ଥର ଡାଉନଲୋଡ

ରାଜଧାନୀରେ ବିଭିନ୍ନ ଧର୍ମାନୁଷ୍ଠାନ ସହଯୋଗରେ ୨୨୦ କୋଭିଡ୍‌ କେୟାର ହସ୍ପିଟାଲ୍‌ ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ରାଜଧାନୀରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନ ସହଯୋଗରେ ବିଏମ୍‌ସି ୨୨୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହସ୍ପିଟାଲ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଗୁରୁଦ୍ବାରା, ଖ୍ରୀଷ୍ଟିଆନ ଆସୋସିଏସନ, ମୁସଲିମ୍‌ ଆସୋସିଏସନ୍ ଇତ୍ୟାଦି ଏନେଇ ବିଏମ୍‌ସିକୁ

ଓଜେଇଇ ଅନ୍‌ଲାଇନ୍‌ ପଞ୍ଜୀକରଣ ଜୁଲାଇ ୩୧କୁ ଘୁଞ୍ଚିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭ : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନ୍‌ଲାଇନ୍‌ ପଞ୍ଜୀକରଣ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏଥିସହ ପରୀକ୍ଷା କେନ୍ଦ୍ର ପାଇଁ ସହର ସଂଖ୍ୟାକୁ ମଧ୍ୟ ବଢାଯାଇଛି। ଏନେଇ ଓଜେଇଇ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ବେଙ୍ଗାଲୁରୁ : ୩,୦୦୦ ରୁ ଅଧିକ କରୋନା ଆକ୍ରାନ୍ତ ନିଖୋଜ – ପ୍ରଶାସନର ଚିନ୍ତା ବଢ଼ିଲା ! !

ବେଙ୍ଗାଲୁରୁ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : କରୋନା ସଂକ୍ରମଣ ଯୋଗୁ କର୍ନାଟକରେ ସ୍ଥିତି ସଙ୍କଟ ଜନକ ରହିଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ତେବେ ବେଙ୍ଗାଲୁରୁ ସହରରେ ଶହେ ଅବା ଦୁଇ ଶହ ନୁହେଁ, ଏକାଥରକେ ତିନି ହଜାରରୁ ଅଧିକ କରୋନା

ବଦଳିଯିବ ସାମଗ୍ରୀ କ୍ରୟ ବିକ୍ରୟର ପ୍ରଣାଳୀ, ନୂଆ ନୀୟମ ଲାଗୁ କଲେ ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୭ : ଜୁଲାଇ 20 ରେ ସରକାର ଗ୍ରାହକଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଥିଲେ। ଏହି ନୂତନ ନିୟମରେ ଗ୍ରାହକମାନେ ପୂର୍ବ ଅପେକ୍ଷା ଅଧିକ ଅଧିକାର ପାଇଛନ୍ତି। ଇ-କମର୍ସ କମ୍ପାନୀଗୁଡିକ ମଧ୍ୟ ଏହି ଆଇନର ଅଧୀନରେ ଅଛନ୍ତି। ତଥାପି, ଇ-ବାଣିଜ୍ୟ
error: Content is protected !!
Open chat