Monthly Archives

July 2020

ବିଜୟ ମହାନ୍ତିଙ୍କ ସମ୍ପର୍କରେ ମିଥ୍ୟା ଖବରକୁ ନେଇ ତାତିଲା ଓଲିଉଡ୍‌, ୨ ଥାନାରେ ଏତଲା

କଳିଙ୍ଗ ଜ୍ୟୋତି ବ୍ୟୁରୋଭୁବନେଶ୍ୱର୦୮/୦୭: ବର୍ଷୀୟାନ୍‌ ଅଭିନେତା ବିଜୟ ମହାନ୍ତିଙ୍କ ସମ୍ପର୍କରେ ମିଥ୍ୟା ଖବର ପ୍ରଚାରକୁ ନେଇ ଓଲିଉଡ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପୂର୍ବରୁ ମଧ୍ୟ ଅନ୍ୟ କଳାକାରଙ୍କୁ ନେଇ ଏଭଳି ମିଥ୍ୟା ଖବର ପ୍ରଚାରିତ ହୋଇଛି। ତେଣୁ ଏଭଳି ଗୁଜବ କରୁଥିବା

‘ମୋ ସରକାର’ ଅଧୀନରେ ହେବ କୋଭିଡ୍‌ ପରିଚାଳନା, ଏଣିକି ମାସ୍କ ନ ପିନ୍ଧିଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଏଣିକି କୋଭିଡ ପରିଚାଳନା ‘ମୋ ସରକାର’ ଅଧୀନରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂରେ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ‘ମୋ

ଗୁଜୁରାଟର ‘ଜାଇଡସ୍ କ୍ୟାଡିଲା କମ୍ପାନୀ’ ପ୍ରସ୍ତୁତ ଦେଶର ଦ୍ୱିତୀୟ କରୋନା ଭ୍ୟାକ୍ସିନକୁ ମିଳିଲା…

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଏହା ମଧ୍ୟରେ ଦେଶର ଅନ୍ୟ ଏକ ଭ୍ୟାକ୍ସିନର ହ୍ୟୁମାନ ଟ୍ରାୟଲ ପାଇଁ ଅନୁମତି ମିଳିଯାଇଛି । ଏହି ଭ୍ୟାକ୍ସିନ ଗୁଜୁରାତର ଜାଇଡସ୍ କ୍ୟାଡିଲା କମ୍ପାନୀ (Zydus Cadila Healthcare Ltd) ପକ୍ଷରୁ ପ୍ରସ୍ତୁତ କରଯାଇଛି । ଅହମ୍ମଦାବାଦସ୍ଥିତ

କରୋନାକୁ ନେଇ ଚାଇନାର ଧମକ: ଏହା ମାତ୍ର ଆରମ୍ଭ , ବିଶ୍ୱ ଆହୁରି କ୍ଷତି ସହିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ବେଜିଂ ୦୯/୦୭ : ଆମେରିକାର ଚାପ ପଡିବା ସତ୍ତ୍ୱେ ଚାଇନା ସାରା ବିଶ୍ୱକୁ ପୁଣି ଧମକ ଦେଇଛନ୍ତି। କରୋନା ଯୋଗୁ ସାରା ବିଶ୍ୱ ଆହୁରି କ୍ଷତି ସହିବ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ଚାଇନା ସରକାରଙ୍କ ନିୟନ୍ତ୍ରଣାଧୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ

ଆସନ୍ତା ୧୨ ତାରିଖ ଯାଏଁ କଟକ ସଟଡାଉନ ରହିବ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ୦୮/୦୭ : କଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥବାରୁ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ସଟଡାଉନ କଟକଣା ମିଆଦକୁ ଆସନ୍ତା ୧୦ ତାରିଖ ମଧ୍ୟରାତ୍ରି ଯାଏଁ ବଢାଇଦେଇଛନ୍ତି । ତେବେ ୧୦ ତାରିଖ ଶୁକ୍ରବାର ଥିବାରୁ ତାହାର ପରବର୍ତ୍ତି ଦୁଇଦିନ ଶନି ଓ

ଚାଇନିଜ ଆପକୁ ଆମେରିକା ଝଟକା : ଟିକ୍‌ଟକ ସମେତ ସମସ୍ତ ଚାଇନା ଆପ୍‌କୁ କରିପାରେ ବ୍ୟାନ୍‌

ୱାଶିଂଟନ / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଭାରତ ପରେ ଏବେ ଆମେରିକା ସମାନ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ସଙ୍କେତ ଦେଇଛି। ଆମେରିକା ବି ଟିକ୍‌ଟକ ସହ ଦେଶରେ ଚାଲୁଥିବା ସମସ୍ତ ଚାଇନିଜ୍‌ ଆପ ଉପରେ ବ୍ୟାନ୍‌ ଲଗାଇବାକୁ ଯାଉଥିବା ସୂଚନା ମିଳିଛି। ଏ ସମ୍ପର୍କରେ

ସାଲେପୁର ବିଧାୟକଙ୍କ ସମେତ ପିଏସ୍‌ଓ ଓ ଡ୍ରାଇଭର୍‌ କରୋନା ସଂକ୍ରମିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୮/୦୭: ନୀଳଗିରି ବିଧାୟକଙ୍କ ପରେ କଟକ ଜିଲ୍ଲାର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ପିଏସ୍‌ଓ (ଏପିଆର କନେଷ୍ଟବଳ) ଓ ଡ୍ରାଇଭର୍‌ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବିଧାୟକ ଶ୍ରୀ ବେ‌ହେରା କରୋନାରେ

କନ୍ଧମାଳ ପୋଲିସକୁ ମାଓ ଦମନରେ ପ୍ରଶଂସନୀୟ ପଦକ୍ଷେପ ପାଇଁ ସାବାସୀ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ମୁଖ୍ୟମନ୍ତ୍ରୀ କନ୍ଧମାଳ ଏସପିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରି ତାଙ୍କୁ ଓ ତାଙ୍କ ଟିମକୁ ମାଓ ଦମନରେ ବିଶେଷ ଭୂମିକା ପାଇଁ ସାଧୁବାଦ ଜଣାଇଛନ୍ତି। କନ୍ଧମାଳ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଦମନ କରିବା ନେଇ ଓଡ଼ିଶା ପୋଲିସର

ପୁଲିସ ପରେ ଡାକ୍ତର ପାଳି,ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ଦେବାଶିଷ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା୦୮/୦୭ : ରାଜ୍ୟ କ୍ରାଇମବ୍ରାଞ୍ଚ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଦେବାଶିଷ ଘୋଷଙ୍କୁ ଆଇପିସି ଧାରା ୩୧୩/୧୬୬/୨୦୧/୧୨୦ (ଖ), ପୋକ୍‌ସୋ ଆଇନ ଧାରା ୧୭/୨୧ ଓ ଅନୁସୂଚିତ ଜାତି ଓ
error: Content is protected !!
Open chat