Monthly Archives

July 2020

ଭୁବନେଶ୍ୱର ଏମ୍‌ସ ଲେବର ରୁମ୍ ସିଲ୍‌! ସଙ୍ଗରୋଧରେ ଗଲେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭: ଏମ୍‌ସରେ ଗତ ୨ ଦିନରେ ବହୁ ସଂଖ୍ୟାରେ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଲେବର ରୁମ୍‌କୁ ସିଲ୍‌ କରି ଦିଆଯିବା ସହିତ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସଙ୍ଗରୋଧରେ ଯିବା ଲାଗି କୁହାଯାଇଛି। ଦିନକୁ ଦିନ

ବରିଷ୍ଠ ନାଗରିକ ଘରୁ ବାହାରନ୍ତୁ ନାହିଁ: ବିଏମ୍‌ସି କମିସନର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭: ବିଏମ୍‌ସି ପକ୍ଷରୁ ଆଜି ସମସ୍ତ ବରିଷ୍ଠ ନାଗରିକମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ, କେହି ଅଯଥାରେ ଘରୁ ନବାହାରନ୍ତୁ। ସେମାନଙ୍କର ଯାହା ସମସ୍ୟା ଅଛି ସେମାନେ ୧୯୨୯ ନମ୍ବରରେ ଜଣାନ୍ତୁ। ବିଏମ୍‌ସି ପକ୍ଷରୁ ସବୁ ପ୍ରକାରର ସହଯୋଗ ଯୋଗାଇ

ଭୁବନେଶ୍ୱର ବିମାନବନ୍ଦର କର୍ମଚାରୀଙ୍କୁ କରୋନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଟିସି ବିଭାଗରେ କାମ କରୁଥିବା ଏହି କର୍ମଚାରୀଙ୍କ ପତ୍ନୀ ଦୁଇ ସପ୍ତାହ ତଳେ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ଉକ୍ତ କର୍ମଚାରୀ ଜଣକ

ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ପଜିଟିଭ୍‌ : ୨୪ ହଜାର ୮୫୦ ଆକ୍ରାନ୍ତ, ୬୧୩ ମୃତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଆମେରିକା ଓ ବ୍ରାଜିଲ୍‌ ପରେ ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ଛଅ ଲକ୍ଷ ପାର୍‌ କରିସାରିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ

ଆମେରିକାର୨୪୪ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଚ୍ଛା । ଟ୍ରମ୍ପ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭: ଆମେରିକା ଆଜି ୨୪୪ତମ ସ୍ଵାଧିନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଦେଶର ସମସ୍ତ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ

ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥିରେ ଅମିତ ଶାହାଙ୍କ ଆହ୍ବାନ – ଯୁବକମାନେ ହିଁ ରାଷ୍ଟ୍ରର ବିକାଶ କରିପାରିବେ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫/୦୭ : ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏକ ଟ୍ୱିଟରେ ଶାହା କହିଛନ୍ତି, ସ୍ୱାମୀ ବିବେକାନନ୍ଦ ଜଣେ ସନ୍ଥ, ମହାନ୍‍ ଚିନ୍ତାନାୟକ ଏବଂ ଜଣେ ଅସାଧାରଣ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧର୍ମଚକ୍ର ଦିବସ ଉତ୍ସବର ଉଦ୍‌ଘାଟନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୫/୦୭: ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନଫରେନ୍‌ସି ବ୍ୟବସ୍ଥାରେ ଧର୍ମଚକ୍ର ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ଦ୍ୱାରା ଆୟୋଜିତ ଏହି ଉତ୍ସବଟି ଆଷାଢ

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ସଂଶୋଧିତ କ୍ଲିନିକାଲ ମ୍ୟାନେଜମେଣ୍ଟ ନିୟମାବଳୀ ଜାରି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ ୧୯ ସଂକ୍ରମିତମାନଙ୍କ ପାଇଁ ସଂଶୋଧିତ କ୍ଲିନିକାଲ ମ୍ୟାନେଜମେଣ୍ଟ ନିୟମାବଳୀ ଜାରି କରିଛି। ଏହି ନୂଆ ନିୟମାବଳୀରେ ଲକ୍ଷଣ ଓ ବିଭିନ୍ନ ସ୍ତରରେ ଚିକିତ୍ସାର ଉପାୟ ବିଷୟରେ କୁହାଯାଇଛି। ଏଥିରେ ମନ୍ତ୍ରଣାଳୟ

ରାଜଧାନୀରେ ଚାଞ୍ଚଲ୍ୟ : ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭ : ରାଜଧାନୀରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ହୋଇଛି। ନୟାପଲ୍ଲୀ ଥାନାଞ୍ଚଳରେ ଶୁକ୍ରବାର ରାତିରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ଶିଶୁଟି ଗୁରୁତର ଅବସ୍ଥାରେ ଏକ ବସ୍ତି ଅଞ୍ଚଳରେ ପଡିଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ
error: Content is protected !!
Open chat