Monthly Archives

July 2020

ସୀମାରୁ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ସନ୍ଦେଶ : କହିଲେ, ଗଲୱାନ ଘାଟି ଆମର, ଲଦାଖର ପୁରା ଅଂଶ ଭାରତର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅଚାନକ ଲଦ୍ଦାଖ ଗସ୍ତ କରିଥିବା ବେଳେ ଆଗୁଆ ସାମରିକ ଘାଟି ନିମୁରେ ମିଳିତ ସେନା ଜବାନଙ୍କୁ ସମ୍ବୋଧିତ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ସେନା ଜବାନମାନଙ୍କୁ ଏହା ବିକାଶ ବାଦର ସମୟ

ଭୁବନେଶ୍ୱରରୁ ଆଉ ୨୪ ପଜିଟିଭ୍ ଚିହ୍ନଟ, ୪ଟି ଲୋକାଲ୍ କେସ୍

ଭୁବନେଶ୍ୱରରୁ ଚିହ୍ନଟ ହେଲେ ପୁଣି ୨୪ କରୋନା ପଜିଟିଭ୍। ଏଥିସହ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬୯ କୁ ବୃଦ୍ଧି ପାଇଛି। ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ୨୪ ଜଣ

୪ ଦିନିଆ ରିମାଣ୍ଡରେ ଗଲେ ବୀରମିତ୍ରପୁରର ବହିଷ୍କୃତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୦୩/୦୭ : ସୁନ୍ଦରଗଡ଼ ଜିଲ୍ଲା ରାଇବଗା ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନାର ବହିଷ୍କୃତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। କୋର୍ଟରେ କ୍ରାଇମବ୍ରାଞ୍ଚ ୭ ଦିନିଆ ରିମାଣ୍ଡ ଦାବି

ରାଜ୍ୟରେ କିନ୍ନରଙ୍କୁ ମିଳିବ ମଧୁବାବୁ ପେନସନ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୩/୦୭ : ରାଜ୍ୟରେ କିନ୍ନରମାନଙ୍କୁ ମଧୁବାବୁ ପେନସନ ମିଳିବ । କିନ୍ନରମାନଙ୍କୁ ମଧୁବାବୁ ପେନସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାସହ ୪୮ଲକ୍ଷ ମଧୁବାବୁ ପେନସନଧାରୀଙ୍କୁ ସହାୟତା ମିଳିବ ।

ଚୀନ୍ ଆପ୍ ଜୁମ୍ କୁ ଟକ୍କର ଦେବା ପାଇଁ ଲଞ୍ଚ୍ ହେଲା ନୂଆ ଫ୍ରି ଭିଡ଼ିଓ“ଜିଓମିଟ୍”କନଫରେନ୍ସିଂ ଆପ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭: ଲୋକପ୍ରିୟ ଭିଡ଼ିଓ କନଫରେନ୍ସିଂ ଆପ୍ ଜୁମ୍ କୁ ଟକ୍କର ଦେବା ପାଇଁ ଲଞ୍ଚ୍ ହେଲା ଜିଓମିଟ୍ । ରିଲାଏନ୍ସ ଜିଓ କମ୍ପାନୀ ନିଜର ଫ୍ରି ଭିଡିଓ କନଫରେନ୍ସିଂ ଆପ୍ କୁ ଗତକାଲି ଲଞ୍ଚ୍ କରିଛି । ଯାହାକୁ ଗୁଗୁଲ୍ ପ୍ଲେଷ୍ଟୋର ଏବଂ ଆପ୍ ଷ୍ଟୋରରେ

ଉତ୍ତରପ୍ରଦେଶର କାନ୍‌ପୁରରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟରର : ୮ ପୁଲିସ ଅଧିକାରୀ ସହିଦ,୨ ବାହୁବଳୀ ଅପରାଧୀ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : ଉତ୍ତରପ୍ରଦେଶର କାନ୍‌ପୁରରେ ଗୁରୁବାର ରାତିରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟରର ଘଟିଥିଲା। ଏଥିରେ ୮ ପୁଲିସ ଅଧିକାରୀ ସହିଦ ହେବା ସହ ୨ ଅପରାଧୀ ନିହତ ହୋଇଥିଲେ। ତେବେ ଏହି ଦୁଇ ଅପରାଧୀ ହେଉଛନ୍ତି ଉତ୍ତରପ୍ରଦେଶର ମୋଷ୍ଟ

ଦେଶରେ କରୋନା ସ୍ଥିତି ସାଙ୍ଘାତିକ : ଜୁଲାଇ ଶେଷ ବେଳକୁ ୧୦ ଲକ୍ଷ ଅତିକ୍ରମ କରିପାରେ ସଂକ୍ରମିତଙ୍କ ସଂଖ୍ୟା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାର କରି ଯାଇଥିବା ବେଳେ ଏବେ ଏହା ଚିନ୍ତା ବଢାଇଛି। ଏହାକୁ ନେଇ କିଛି ଗାଣିତିକ ଆକଳନ ମଧ୍ୟ ସତ ହେବାରେ ଲାଗିଛି। ଦୁଇ

ସମସ୍ତଙ୍କ ପାଇଁ କୋଭିଡ୍-୧୯ଟିକା ଜରୁରୀ ନୁହେଁ: ଅକ୍ସଫୋର୍ଡ ବିଶେଷଜ୍ଞ

ନୂଆଦିଲ୍ଲୀ: ସମ୍ପ୍ରତି ମହାମାରୀ କୋଭିଡ୍-୧୯ ପାଇଁ ବିଶ୍ବ ତମାମ ହାହାକାର ଛାଇ ଯାଇଥିବା ବେଳେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରଖ୍ୟାତ ସଂକ୍ରାମକ ରୋଗ ବିଶେଷଜ୍ଞ ପ୍ରଫେସର ସୁନେତ୍ର ଗୁପ୍ତା ଏ ସମ୍ପର୍କରେ ଭିନ୍ନ ଆଶ୍ବାସନା ଆଣିଛନ୍ତି। ଆମମାନଙ୍କ ଭିତରୁ ଅଧିକାଂଶ ଲୋକ ପାଇଁ
error: Content is protected !!
Open chat