Daily Archives

August 6, 2020

ଗୁଜରାଟର ଅହମଦାବାଦସ୍ଥିତ କୋଭିଡ୍-୧୯ ଶ୍ରେ’ ହସ୍ପିଟାଲ୍‌ରେ ଭୀଷଣ ଅଗ୍ନିକାଣ୍ଡ : ୮ ମୃତ , ଶୋକ ପ୍ରକାଶ କଲେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଅହମଦାବାଦ ୦୬/୦୮: ଗତ ରାତିରେ ଗୁଜରାଟର ଅହମଦାବାଦସ୍ଥିତ ଏକ ଘରୋଇ କୋଭିଡ୍-୧୯ ହସ୍ପିଟାଲ୍‌ରେ (ଶ୍ରେ’)ଭୀଷଣ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୮ଜଣ ରୋଗୀ ପ୍ରାଣ ହରାଇଛନ୍ତି। ଅହମଦାବାଦର ନବରଙ୍ଗପୁର ଅଞ୍ଚଳରେ ଅବସ୍ଥିତ ଉକ୍ତ ହସ୍‌ପିଟାଲ୍‌ର ଚତୁର୍ଥ ତାଲାରେ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଜମ୍ମୁ ଓ କଶ୍ମୀରର ନୂତନ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍ ଭାବେ ନିଯୁକ୍ତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮ :  ଜାମୁ କାଶ୍ମୀରର ନୂତନ ରାଜ୍ୟପାଳ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ସ୍ନିହାଙ୍କୁ ଜମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି।ବୁଧବାର ଦିନ

ନୂଆ ମାନଚିତ୍ର ପ୍ରସଙ୍ଗରେ ଭାରତର ପ୍ରତିକ୍ରିୟା : ପାକିସ୍ତାନ ସରକାରଙ୍କ ରାଜନୈତିକ ମୁର୍ଖତା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ପାକିସ୍ତାନ ଦ୍ୱାରା ଭାରତର ଜମ୍ମୁ, କଶ୍ମୀର, ଲଦାଖ ଓ ଗୁଜୁରାଟର ଜୁନାଗଡ଼କୁ ନିଜସ୍ୱ ଅଞ୍ଚଳ ବୋଲି ଦର୍ଶାଇ ନୂଆ ମାନଚିତ୍ର ଜାରି କରିବାକୁ ତୀବ୍ର ବିରୋଧ କରିଛି । ଏହା ପାକିସ୍ତାନ ସରକାରଙ୍କ ରାଜନୈତିକ ମୁର୍ଖତା ବୋଲି ଭାରତ ସରକାର କହିଛନ୍ତି ।

ହିଂସା ଓ ଘୃଣାର ମଞ୍ଜି ବୁଣୁଥିବା ଅଭିଯୋଗ କରି ହିନ୍ଦୁ ସେନା ପକ୍ଷରୁ ସାଂସଦ ଅସାଦୁଦ୍ଦିନ ଓୱେସୀ ଓ ଅଲ ଇଣ୍ଡିଆ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ନୂଆଦିଲ୍ଲୀ: ହିଂସା ଓ ଘୃଣାର ମଞ୍ଜି ବୁଣୁଥିବା ଅଭିଯୋଗ କରି ହିନ୍ଦୁ ସେନା ପକ୍ଷରୁ ସାଂସଦ ଅସାଦୁଦ୍ଦିନ ଓୱେସୀ ଓ ଅଲ ଇଣ୍ଡିଆ ପର୍ସନାଲ ଲ’ ବୋର୍ଡ(ଆଇଏମପିଏଲବି) ନାଁରେ ଏତଲା ଦିଆଯାଇଛି। ଦିଲ୍ଲୀ ପୁଲିସ୍‌ ନିକଟରେ ହିନ୍ଦୁ ସେନା ଫାଇଲ କରିଥିବା

ଆଇନ ଜାଲରେ ସାଂଘାତିକ ଫସିଲେ ରିୟା : ଗୋଟେ ପଟେ ସିବିଆଇ ଜାରି କଲା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ମୁମ୍ବାଇ ୦୬/୦୮ : କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ସୁଶାନ୍ତ ସିଂହ ରାଜପୁତ ମାମଲାର ସିବିଆଇ ତଦନ୍ତ ସ୍ବୀକାର କରିଥିବା ସୂଚନା ଦେବା ପରେ ବିଳମ୍ବିତ ସନ୍ଧ୍ୟାରେ ସିବିଆଇ ଏଥି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛି । ବିହାର ସରକାରଙ୍କ ସୁପାରିସ

ରାମ ମନ୍ଦିର ପ୍ରସଙ୍ଗରେ ନୀରବତା ଭାଙ୍ଗିଲେ ରାହୁଲ : କହିଲେ -“ରାମ ହିଁ ପ୍ରେମ, ରାମ ହିଁ ନ୍ୟାୟ”

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଅଯୋଧ୍ୟା ୦୬/୦୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଅଯୋଧ୍ୟା ଭୂମି ପୂଜନ ଉତ୍ସବ ପରେ ଟ୍ୱିଟ୍ କରି ନରେନ୍ଦ୍ର ମୋଦୀ ସରକାରକୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଟ୍ୱିଟରେ ଲେଖିଛନ୍ତି ଯେ, ରାମ ହେଉଛନ୍ତି ପ୍ରେମ, ସେ କେବେ ହେଲେ ଘୃଣା

ଲୁପିନର କରୋନା ଔଷଧ: ବ୍ରାଣ୍ଡ “କୋଭିହଲ୍ଟ” ,ଟ୍ୟାବଲେଟର ଦାମ ମାତ୍ର ୪୯ ଟଙ୍କା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ଔଷଧ ଉତ୍ପାଦନକାରୀ ସଂସ୍ଥା ଲୁପିନ ଆଜି କରୋନା ଔଷଧ ବାହାର କରିଛି। କରୋନା ପାଇଁ ଫଳପ୍ରଦ ହେଉଥିବା ଫାଭିପିରାଭିର ଔଷକୁ ଉକ୍ତ କମ୍ପାନୀ କୋଭିହଲ୍ଟ ବ୍ରାଣ୍ଡ ନାଁରେ ବଜାରକୁ ଛାଡ଼ିଛି। ମାଇଲ୍ଡ ଓ ମୋଡରେଟ କରୋନା ରୋଗୀଙ୍କ ପାଇଁ ବାହାରିଥିବା ଏହି
error: Content is protected !!
Open chat