Daily Archives

August 19, 2020

ଭୁବନେଶ୍ବର ବିମାନ ବନ୍ଦରର ହେବ ଘରୋଇକରଣ :ଆଜି କେନ୍ଦ୍ର କ୍ୟାବିନେଟ୍‌ ନେବ ନିଷ୍ପତ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୮: ରାଜ୍ୟର ଏକ ମାତ୍ର ଅନ୍ତର୍ଜାତୀୟ ବିମାନ ବନ୍ଦର ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିଚାଳନା ଭାର ଘରୋଇ ସଂସ୍ଥା ହାତକୁ ଚାଲିଯିବ। ଦେଶର ୧୨ ବିମାନ ବନ୍ଦରର ଘରୋଇକରଣ ନେଇ କେନ୍ଦ୍ର ସରକାର ରଖିଥିବା ଯୋଜନାର

ସଙ୍କଟରେ ରାଜ୍ୟର ଆର୍ଥିକ ସ୍ଥିତି : କରୋନା ମାଡ଼ରେ ରାଜ୍ୟରେ କମିବ ମୁଣ୍ଡ ପିଛା ଆୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୮: କରୋନା ମାଡରେ ଘାଇଲା ରାଜ୍ୟ ରାଜକୋଷ। ସଙ୍କଟରେ ରାଜ୍ୟର ଆର୍ଥିକ ସ୍ଥିତି କୋଭିଡ୍ ଓଡିଶା ଛୁଇଁବା ପରେ ମାର୍ଚ୍ଚରୁ ଅଗଷ୍ଟ ଆର୍ଥିକ କାରବାର୍ ଗରୁତର ପ୍ରଭାବିତ ହୋଇଛି। ଗତକାଲି ଏସବିଆଇ ଇକୋରାପ୍ ରିପୋର୍ଟରେ ଏହା ଜଳଜଳ ହୋଇ ଦେଖାଯାଉଛି। ତେବେ

ମୋଦୀ ସରକାରଙ୍କ କୃଷି ସଂସ୍କାର ଚାଷୀଙ୍କ ପାଇଁ ଅନେକ ସମ୍ଭାବନାର ସମ୍ଭାର ଆଣିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– କରୋନା ସମୟରେ ରାଜ୍ୟରେ ୩୬.୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ସିଧାସଳଖ ୨ ହଜାର ଟଙ୍କା ପାଇଛନ୍ତି – କୁଚିଣ୍ଡା, କୋରାପୁଟ ଓ କନ୍ଧମାଳ ସମେତ ଓଡିଶାର ଅଧିକାଂଶ ଅଞ୍ଚଳର ଚାଷୀ ଲାଭବାନ ହେବେ – ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି ପଣ୍ୟାଗାର, ଶୀତଳ ଭଣ୍ଡାର ଏବଂ ଖାଦ୍ୟ ପ୍ରକ୍ରିୟାକରଣରେ

ଆଜି ପୂର୍ବାହ୍ନ ୧୧.୩୦ରେ ପ୍ରକାଶ ପାଇବ +୨ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮: ଆଜି ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । ୧୯ ତାରିଖ ପୂର୍ବାହ୍ନ ୧୧ ଟା ୩୦ରେ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନେ

“Mitron” ଆପ୍ କୁ ମିଳିଲା ବଡ ଫଣ୍ଡିଙ୍ଗ, ନେକ୍ସସ ଭେଞ୍ଚର ପାର୍ଟନର୍ସ ଦେବ ୫୦ ଲକ୍ଷ ଡଲାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୮: ଟିକଟକର ସ୍ଵଦେଶୀ ବିକଳ୍ପ କୁହାଯାଉଥିବା Mitron ଆପକୁ ଏକ ବଡ ଫଣ୍ଡିଙ୍ଗ ମିଳିଛି | ନେକ୍ସସ ଭେଞ୍ଚର ପାର୍ଟନର୍ସଙ୍କ ଠାରୁ ୫୦ ଲକ୍ଷ ଡଲାର ଫଣ୍ଡ ହାସିଲ କରିବାକୁ ଘୋଷଣା କରିଛ | Mitron ଏକ ସର୍ଟ ଫର୍ମ ସୋସିଆଲ ମିଡ଼ିଆ ଆପ | ଏହାଦ୍ୱାରା
error: Content is protected !!
Open chat