Yearly Archives

2020

ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଲାଇଙ୍ଗ ସମେତ ୩ଟି ପଞ୍ଚାୟତ କୁ ସଟଡାଉନ ଘୋଷଣା।

ଲାଇଙ୍ଗ / ରାଜଗାଙ୍ଗପୁର (କଳିଙ୍ଗ ଜ୍ୟୋତି / ସୌମ୍ୟଜୀତ ସ୍ୱାଇଁ), ୦୪/୦୭ : କରୋନା ମାହାମାରି ନିଜର କାୟା ବିସ୍ତାର କରିବାରେ ଲାଗିଛି। ସମଗ୍ର ବିଶ୍ୱ ଏହା ପ୍ରଭାବରେ ପ୍ରଭାବିତ । ଏଥିରୁ ଓଡିଶା ମଧ୍ୟ ବାଦ ପଡିନି। ସୁନ୍ଦରଗଡ ଜିଲ୍ଲାରେ ଆଜି ୩୬ ଜଣ କରୋନା ରେ ଆକ୍ରାନ୍ତ ହୋଇଥିବା ବେଳେ

ଭାରତ ସହ ସମ୍ପର୍କ ବିଗାଡ଼ିବା ମହଙ୍ଗା ପଡିଲା ନେପାଳର ପ୍ରଧାନମନ୍ତ୍ରୀଙ୍କ ପାଇଁ : ଆଜି ଦେଇ ପାରନ୍ତି ଇସ୍ତଫା

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୪/୦୭ : ନେପାଳ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଇସ୍ତଫା ଲାଗି ଶାସକ ନେପାଳ କମ୍ୟୁନିଷ୍ଟ୍‌ ପାର୍ଟିରେ ଦାବି ଜୋର୍ ଧରିଛି।ଶାସକ ନେପାଳ କମ୍ୟୁନିଷ୍ଟ୍‌ ପାର୍ଟିରେ ମନାନ୍ତର ‌ବୃଦ୍ଧି ପାଉଥିବା ବେଳେ ଆଜି ନେପାଳୀ ପ୍ରଧାନମନ୍ତ୍ରୀ କେପି ଓଲା ଇସ୍ତଫା

ଭାରତରେ ଭୟାନକ ସ୍ଥିତି ଆଡ଼କୁ ଗତି କରୁଛି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟାରେ ୨୨,୭୭୧ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୭ : ଭାରତରେ କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ଦିନକୁ ଦିନ ରେକର୍ଡ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୨ ହଜାର ୭୭୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୪୪୨ ରୋଗୀ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ତାମିଲନାଡୁରେ ୧

‘କୋଭାସ୍କିନ୍‌’: ଭାରତର ପ୍ରଥମ କୋଭିଡ୍‌-୧୯ ପ୍ରତିଷେଧକ ଟିକା ଉଦ୍ଭାବନର ମହାନାୟକ ଡକ୍ଟର କ୍ରିଷ୍ଣା ଏଲା –…

ହାଇଦ୍ରାବାଦ୍‌ (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୭ : ଦେଶରେ ପ୍ରଥମ କୋଭିଡ୍‌-୧୯ ପ୍ରତିଷେଧକ ଟିକା ‘କୋଭାସ୍କିନ୍‌’ ମାନବୀୟ ପରୀକ୍ଷଣ ଲାଗି ପ୍ରସ୍ତୁତ । ଆଇସିଏମ୍‌ଆର୍‌ ସହ ମିଶି ହାଇଦ୍ରାବାଦ୍‌ର ଭାରତ ବାୟୋଟେକ୍ ନାମକ ଏକ କମ୍ପାନି‌ ଏହି ଟୀକା ଉଦ୍ଭାବନ କରିବାରେ ସମର୍ଥ ହୋଇଛି

ସଲମାନଙ୍କୁ ପ୍ରେମ ନିବେଦନ କରି ଟ୍ରୋଲ୍ ହେଉଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୭: ଆଜିର ସମୟରେ ସୋଶାଲ ମିଡିଆ ଯୋଗାଯୋଗ, ମତାମତ ଓ ପ୍ରତିକ୍ରିୟା ପ୍ରକାଶ କରିବାର ସହଜ ମାଧ୍ୟମ ହୋଇସାରିଛି। ସମୟ ଆଉ ଆଗ ଭଳି ନାହିଁ ଯେ, ନେତା, ଅଭିନେତା ତଥା ସମାଜର ପ୍ରଭାବଶାଳୀ ବ୍ୟକ୍ତିମାନେ ମନଇଚ୍ଛା କିଛି ବି ମନ୍ତବ୍ୟ ରଖିଦେବେ ଆଉ

କରୋନା ର କରାଳ ରୂପ : ଅନଲାଇନ୍ କ୍ଲାସ୍ ପାଇଁ ଝିଅକୁ ‘ସ୍ମାର୍ଟଫୋନ୍’ ଦେଇ ନ ପାରି ଦିନ ମଜୁରିଆ ବାପାଙ୍କ…

ତ୍ରିପୁରା (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୪।୭ : ପଶ୍ଚିମ ତ୍ରିପୁରାର ସିପାହିଜାଲା ଜିଲ୍ଲାର ମଧୁପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଅନଲାଇନ୍ ଅଧ୍ୟୟନ ପାଇଁ ନିଜ ଝିଅକୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଦେବାରେ ବିଫଳ ହେବାରୁ ଆତ୍ମହତ୍ୟା କଲେ ଦିନ ମଜୁରିଆ ବାପା। ପଶ୍ଚିମ

ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ହେଲେ ଜାତିସଂଘର ନୀତି ଅଧିକାରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୭ : ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଟପର୍‌ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଥିବା ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ଜୁଲାଇ ୧ରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୬ ମସିହାରେ ଅକ୍ସଫୋର୍ଡ

ଥରେ ଗର୍ଭଧାରଣ କରିଥିଲେ ପ୍ଲାଜମା ଦାନ କରିପାରିବେ ନାହିଁ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶରେ ପ୍ଲାଜମା ଥେରାପିକୁ କେତେକ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି। ଦିଲ୍ଲୀରେ ଗତକାଲି ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରାଯାଇଛି। ତେବେ ପ୍ଲାଜମା ଥେରାପି କେଉଁମାନଙ୍କ ଠାରେ ପ୍ରୟୋଗ କରାଯାଇ ପାରିବ, କେଉଁ ବର୍ଗର

ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ଆୟକର ରିଟର୍ଣ୍ଣ ଅବଧି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭: କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏଥିସହିତ ଦିନକୁ ୨୦ହଜାର ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଉଛନ୍ତି । ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି ଦେଶ । ବର୍ତ୍ତମାନ ସମୟ ଓ ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ଏହିପରି ନିଷ୍ପତ୍ତି

ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ: ବିନା ଟେଷ୍ଟ୍‌ ରିପୋର୍ଟ‌୍‌ରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ଶବ ହସ୍ତାନ୍ତର କର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭ : ସନ୍ଦିଗ୍ଧ କରୋନା ରୋଗୀଙ୍କ ମର ଶରୀର ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବାରେ ବିଳମ୍ବ ହେଉଥିବାରୁ କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଏକ
error: Content is protected !!
Open chat