Daily Archives

July 9, 2021

ଦେଶରେ କରୋନା ସଂକ୍ରମଣ କମୁଛି, କିନ୍ତୁ ସତର୍କ ନହେଲେ ପୁଣି ବିପଦ ମାଡ଼ିଆସିବ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ ୦୯/୦୭/୨୦୨୧ କଳିଙ୍ଗ ଜ୍ଯୋତି :  ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଚାଲିଛି । କିନ୍ତୁ ଏହାର ସୁଯୋଗ ନେଇ ଆମେ ଆମର ସତର୍କତାକୁ ଢିଲା କଲେ ପୁଣି ସଂକ୍ରମଣ ମାଡ଼ିଆସିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି। ମନ୍ତ୍ରାଳୟର ସାମ୍ବାଦିକ

“ଗୋଟିଏ ଭୁଲ କରୋନା ବିରୋଧୀ ଲଢେଇକୁ ଦୁର୍ବଳ କରିପାରେ” , ଅମାନିଆ ଲୋକମାନଙ୍କ ଉପରେ ମୋଦୀ ଖପ୍ପା

ନୂଆଦିଲ୍ଲୀ ୦୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଲୋକମାନେ ପୁଣି ଅସତର୍କ ହୋଇଯାଇଥିବା ଦେଖାଯାଉଛି । ଗତ କିଛି ଦିନ ହେଲା ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନେ ବିନା ମାସ୍କରେ, ସାମାଜିକ ଦୂରତ୍ବ ପାଳନ ନକରି ବୁଲୁଥିବାର ଫଟୋ ଓ ଭିଡିଓ ଦେଖିବାକୁ

ପୂର୍ବତନ ବିଧାୟକ ଅରୁଣ ଦେଙ୍କୁ କରୋନା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ବର ୦୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ବାଲେଶ୍ବରର ପୂର୍ବତନ ବିଧାୟକ ତଥା ବରିଷ୍ଠ ଶ୍ରମିକ ନେତା ଅରୁଣ ଦେଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥିତ ଆମ୍ରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୨/୩ ଦିନ ହେଲା ସେ ଥଣ୍ଡାଜ୍ବରରେ ଆକ୍ରାନ୍ତ ଥିଲେ। ଆଜି ସକାଳେ ହଠାତ୍‌ ନିଃଶ୍ବାସ

ବାଂଲାଦେଶ ନାରାୟଣଗଞ୍ଜ କାରଖାନା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି

ବାଂଲାଦେଶ ୦୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ନାରାୟଣଗଞ୍ଜର ଶେଜାନ ଜୁସ କାରଖାନାରେ ଅଗ୍ନିକାଣ୍ଡରେ ଅତି କମରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୫୨ ଜଣ ପ୍ରାଣ ହରାଇଥିବା ଢାକା ଟ୍ରିବ୍ୟୁନ୍ ରିପୋର୍ଟ
error: Content is protected !!
Open chat