Daily Archives

July 17, 2021

ହଜିଯାଇଛି ‌ମୌସୁମୀ: ଜୁଲାଇରେ ୪୧% ନିଅଣ୍ଟିଆ ବର୍ଷା

ଭୁବନେଶ୍ବର ୧୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ଓଡ଼ିଶାରେ ବିଶେଷ ବର୍ଷା ହେବନି। ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ୧୫ ତାରିଖ ପରେ ବର୍ଷା ପୁଣି ଛାଡ଼ିଯିବ। ବର୍ତମାନ ସମୟରେ ରାଜ୍ୟରେ ମୌସୁମୀ

ସଂଗଠନରେ ପରିବର୍ତ୍ତନ : ପଦ୍ମଶ୍ରୀ ଡକ୍ଟର ଆର.ଏନ୍ ସିଂହ ଭିଏଚପିର ନୂଆ ଅଧ୍ୟକ୍ଷ

ପାଟନା ୧୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ପଦ୍ମଶ୍ରୀ ଡକ୍ଟର ଆର.ଏନ୍ ସିଂହ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି)ର ନୂଆ ଅଧ୍ୟକ୍ଷ  ହୋଇଛନ୍ତି। ପରିଷଦର ଅଧ୍ୟକ୍ଷ ହେବା ପରେ ଡକ୍ଟର ସିଂହ କହିଛନ୍ତି ଯେ ଲୋକଙ୍କ ସହଯୋଗରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଉଛି। କେବଳ ସମସ୍ତଙ୍କ ଅଂଶଗ୍ରହଣରେ

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ : ୧୫ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ବର ୧୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ନବୀନ ବଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଆନ୍ତଃ ରାଜ୍ୟ ଯୋଗାଯୋଗକୁ ଉନ୍ନତ କରିବାକୁ, ରାଜ୍ୟ
error: Content is protected !!
Open chat