ରାଜଗାଙ୍ଗପୁର ଅଞ୍ଚଳରୁ ପ୍ରାୟ ୧୬ ଗ୍ରାମ ଧଳା ଜହର ଜବତ : ୫ ଗିରଫ
ରାଜଗାଙ୍ଗପୁର୨୪/୦୭/୨୦୨୧ କଳିଙ୍ଗ ଜ୍ୟୋତି(ସୌମ୍ୟଜୀତ ସ୍ଵାଇଁ) : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଆଜି ପୋଲିସ କୁ ଏକ ବଡ ସଫଳତା ମିଳିଛି । ସୂଚନା ଅନୁଯାୟୀ ଆଜି ଦିନବେଳେ କୋୖଣସି ବିଶେଷ ସୂତ୍ରରୁ ଖବର ପାଇ ରାଜଗାଙ୍ଗପୁରର ଜାମପାଲି ବାଇପାସ ଠାରେ ପୋଲିସ ସଦଳବଳେ ପହଞ୍ଚି ୫!-->…
