Daily Archives

December 13, 2021

ଏମଏସପି ଉପରେ କମିଟି ’ଖୁବ୍‌ ଶୀଘ୍ର’ ଗଠନ କରାଯିବ: କୃଷି ସଚିବ

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏବଂ ଶୂନ୍ୟ ବଜେଟ୍‌ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ସମେତ ଅନ୍ୟାନ୍ୟ କୃଷି ପ୍ରସଙ୍ଗ ଉପରେ ଏକ କମିଟି ନିକଟ ଭବିଷ୍ୟତରେ ଖୁବ୍‌ ଶୀଘ୍ର ଗଠନ କରାଯିବ ବୋଲି କୃଷି ସଚିବ ସଞ୍ଜୟ ଅଗ୍ରୱାଲ ସୋମବାର…

ଡିଆରଡିଓ ପକ୍ଷରୁ ସ୍ମାଟ୍ ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ବର ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓ ପକ୍ଷରୁ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟର୍ପେଡୋ ସିଷ୍ଟମ ବା ସ୍ମାଟ୍ ର ସଫଳ ପରୀକ୍ଷଣ କରାଯାଇଛି । ଆଜି ଏହି ଟର୍ପେଡୋ ସିଷ୍ଟମକୁ ଓଡ଼ିଶାର ଭଦ୍ରକ ଜିଲ୍ଲା ଉପକୂଳରେ ଥିବା ଅବଦୁଲ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା କଟକ ଓ ଖୋର୍ଦ୍ଧା ଜିଲ୍ଲା

କଟକର ୧୮ ଲକ୍ଷ ଓ ଖୋର୍ଦ୍ଧାର ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା ଭୁବନେଶ୍ୱର ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର…

୧୦ମ ଇଂରାଜୀ ପ୍ରଶ୍ନପତ୍ରରେ ଭୁଲ ଥିବା ସ୍ୱୀକାର କଲେ ସିବିଏସ୍‌ଇ କର୍ତ୍ତୃପକ୍ଷ; ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ…

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଗତ ଡିସେମ୍ବର ୧୧ ତାରିଖରେ ସିବିଏସ୍‌ଇର ୧୦ମ ଶ୍ରେଣୀ ପାଇଁ ହୋଇଥିବା ଇଂରାଜୀ ଭାଷା ଓ ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ସିଲାବସ୍‌ ଓ ଧାର୍ଯ୍ୟ ଗାଇଡ୍‌ଲାଇନ୍‌ ବାହାରୁ ରହି ଯାଇଥିଲା ବୋଲି ସିବିଏସ୍‌ଇ କର୍ତ୍ତୃପକ୍ଷ ସୋମବାର…

‘ସ୍ବର୍ଣ୍ଣିମ ବିଜୟ ପର୍ବ’ରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦମ୍ଭୋକ୍ତି ; ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ମୂଳୋତ୍ପାଟନ…

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ନିମନ୍ତେ ପାକିସ୍ତାନ ସର୍ବଦା ପ୍ରୟାସ କରିଆସୁଛି। ୧୯୭୧ରେ ପାକିସ୍ତାନର ଏପରି ପ୍ରୟାସକୁ ଭାରତ ବିଫଳ କରିଥିଲା ଏବଂ ଏବେ ପାକିସ୍ତାନ ଆତଙ୍କବାଦକୁ ସମୂଳେ ଧ୍ବଂସ ନିମନ୍ତେ ଭାରତୀୟ ସେନା କାର୍ଯ୍ୟ କରିଆସୁଛି…

ଭାରତ ହିନ୍ଦୁଙ୍କ ରାଷ୍ଟ୍ର : ରାହୁଲ ଗାନ୍ଧୀ

ଜୟପୁର ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତ ହିନ୍ଦୁଙ୍କ ରାଷ୍ଟ୍ର, ଏହା ହିନ୍ଦୁବାଦୀଙ୍କ ରାଷ୍ଟ୍ର ନୁହେଁ ବୋଲି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେ କହିଛନ୍ତି ଯେ ହିନ୍ଦୁବାଦୀମାନେ ଯେକୌଣସି ପ୍ରକାରେ ଦେଶର କ୍ଷମତାରେ ରହିବାକୁ ଚାହାନ୍ତି। ଦେଶର ମୁଦ୍ରାସ୍ଫୀତି ବୃଦ୍ଧି…

୬୩ଟି ଦେଶରେ ଚିହ୍ନଟ ହେଲାଣି ‘ଓମିକ୍ରନ୍‌’; ଦ୍ରୁତ ବିସ୍ତାରରେ ‘ଡେଲ୍‌ଟା’କୁ ଟପି ଯାଇ ପାରେ: ବିଶ୍ବ ସ୍ବାସ୍ଥ୍ୟ…

ଜେନିଭା ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ‘ଡେଲ୍‌ଟା ଷ୍ଟ୍ରେନ୍‌’ ଅପେକ୍ଷା ‘ଓମିକ୍ରନ୍‌ କରୋନାଭାଇରସ୍‌’ ଅଧିକ ସଂକ୍ରମଣଶୀଳ। ଟିକାର ଫଳପ୍ରଦତାକୁ ହ୍ରାସ କରୁଥିଲେ ମଧ୍ୟ ପ୍ରାପ୍ତ ପ୍ରାରମ୍ଭିକ ତଥ୍ୟାବଳୀ ଅନୁସାରେ ଏହି ଭୂତାଣୁ ଆକ୍ରାନ୍ତଙ୍କ ଶରୀରରେ କମ୍‌ ସାଙ୍ଘାତିକ ଲକ୍ଷଣ ଦେଖାଯାଉଛି…

ହର୍‌ନାଜ୍ କୌର୍‌ ସନ୍ଧୁ ଜିଣିଲେ ‘ମିସ୍‌ ୟୁନିଭର୍ସ ୨୦୨୧’ ଟାଇଟଲ୍‌

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଇଜ୍ରାଏଲ୍‌ର ଏଇଲାଟ୍‌ରେ ଅନୁଷ୍ଠିତ ‘୭୦ତମ ମିସ୍‌ ୟୁନିଭର୍ସ ୨୦୨୧’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିବା ପଞ୍ଜାବର ୨୧ ବର୍ଷୀୟ ହର୍‌ନାଜ୍ କୌର୍‌ ସନ୍ଧୁ ‘ମିସ୍‌ ୟୁନିଭର୍ସ ୨୦୨୧’ ଟାଇଟଲ୍‌ ଜିଣିଛନ୍ତି। ଦୀର୍ଘ ୨୧ ବର୍ଷ ପରେ ପୁନଶ୍ଚ…

‘ଦିବ୍ୟ କାଶୀ-ଭବ୍ୟ କାଶୀ’ ପାଇଁ ଉତ୍ସବମୁଖର ବାରାଣସୀ: ଆଜି କାଶୀ ବିଶ୍ୱନାଥ କରିଡର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠାରୁ ଦୁଇଦିନିଆ ନିଜ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତରେ ଯାଉଛନ୍ତି । ସେଠାରେ ସେ ଶ୍ରୀ କାଶୀ ବିଶ୍ୱନାଥ ଧାମ କରିଡର ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ଅନ୍ୟାନ୍ୟ କେତେକ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି…
error: Content is protected !!
Open chat