Daily Archives

December 14, 2021

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହି ରୂପାନ୍ତର ଗରିବ ଲୋକମାନଙ୍କୁ ବାସ୍ତବରେ ସଶକ୍ତ କରିବ: ମୁଖ୍ୟମନ୍ତ୍ରୀ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ନୟାଗଡ ଓ ଜଗତସିଂହପୁର ଜିଲ୍ଲା ଭୁବନେଶ୍ବର ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ପାପଡ଼ାହାଣ୍ଡି ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ ବୀଣାପାଣି ବେହେରାଙ୍କ ବାସଭବନରେ ମଙ୍ଗଳବାର ଅପରାହ୍ନରେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଛନ୍ତି। ନବରଂଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମୁଦୁଲିଗୁଡ଼ା ଗାଁରର…

୩ ବର୍ଷରୁ ଅଧିକ ବୟସ ପିଲାଙ୍କୁ ଦିଆଯିବ ନୋଭାଭାକ୍ସ କୋଭିଡ-୧୯

ନୂଆଦିଲ୍ଲୀ ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶବାସୀଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏଣିକି ୩ରୁ ଅଧିକ ବୟସ ପିଲାଙ୍କୁ ଦିଆଯିବ କରୋନା ଟିକା ନୋଭାଭାକ୍ସ କୋଭିଡ-୧୯। ଏବେ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ୬ ମାସ ଭିତରେ ପିଲାଙ୍କୁ ଟିକା ଦିଆଯିବା ନେଇ…

ରାଜ୍ୟରେ ଖୋଲିବ ୧୧ଟି ସାଇବର ଥାନା, ନିୟୋଜିତ ହେବେ ୧୫୪ ପୁଲିସ କର୍ମଚାରୀ

ଭୁବନେଶ୍ବର ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସାଇବର ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି । ଦେଶ ତଥା ଆମ ରାଜ୍ୟ ଓଡିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଅଛି । ସାଇବର ଅପରାଧ, ବ୍ୟାଙ୍କ ନେଣ-ଦେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଭାବରେ ସଂପୃକ୍ତ । ତେଣୁ…

ବ୍ୟାଙ୍କିଙ୍ଗ୍‌ ଲ ବିଲ୍‌କୁ ବିରୋଧ: ୧୬ ଏବଂ ୧୭ରେ ବ୍ୟାଙ୍କ ଧର୍ମଘଟ ଡାକରା

ମୁମ୍ବାଇ ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବ୍ୟାଙ୍କିଙ୍ଗ୍‌ ଲ ବିଲ୍‌ ୨୦୨୧କୁ ଦେଶର ବ୍ୟାଙ୍କ କର୍ମଚାରୀଙ୍କ ସଙ୍ଗଠନଗୁଡ଼ିକ ବିରୋଧ କରୁଛନ୍ତି । ଏଭଳି ପ୍ରସଙ୍ଗକୁ ଆଧାର କରି ସଂଘଗୁଡ଼ିକ ପକ୍ଷରୁ ଡିସେମ୍ବର ୧୬ ଏବଂ ୧୭ ତାରିଖରେ ଧର୍ମଘଟ ଡାକରା ଦିଆଯାଇଛି । ୧୩ କମ୍ପାନି ଲାଗି ଦେଶର…

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ କରୋନା

ଜୋହାନ୍ସବର୍ଗ ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସେରିଲ୍‌ ରାମଫୋସା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କଠାରେ କରୋନାର ସାମନ୍ୟ ଲକ୍ଷଣ ପ୍ରକାଶ ପାଇଥିବାବେଳେ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ରହିଛି । ରବିବାର ରାମଫୋସା ଏକ ସରକାରୀ ଉତ୍ସବରେ ଯୋଗ ଦେଇ…
error: Content is protected !!
Open chat