Daily Archives

December 27, 2021

ଓମିକ୍ରନ ଭାରିଆଣ୍ଟ ; କେନ୍ଦ୍ର ପକ୍ଷରୁ ରାଜ୍ୟ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସାରା ଦେଶରେ କରୋନାର ନୂଆ ପ୍ରକରଣ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ଥାନୀୟ ସ୍ତରରେ ଆବଶ୍ୟକତା ଅନୁଯାୟୀ ପ୍ରତିବନ୍ଧକ ଲାଗୁ କରିବାକୁ କେନ୍ଦ୍ର ସମସ୍ତ…

କିଶୋରଙ୍କୁ କେବଳ ଦିଆଯିବ କୋଭାକ୍ସିନ ଟିକା, ଜାନୁଆରୀ ପହିଲାରୁ ଆରମ୍ଭ ହେବ ଟିକାକରଣ ପାଇଁ ପଞ୍ଜୀକରଣ

ନୂଆଦିଲ୍ଲୀ ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କିଶୋର ଟିକାକରଣ ପାଇଁ ନିୟମାବଳୀ ଜାରି ହୋଇଛି। ଏହି ନିୟମାବଳୀରେ କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ ବୋଲି ଦର୍ଶାଯାଇଛି। କିଶୋରଙ୍କ ପାଇଁ ଜାନୁଆରୀ ୩ରେ ଟିକାକରଣ ଆରମ୍ଭ ହେବ। କୋଭିଡ୍…

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ବର ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ୩୩ ପ୍ରତିଶତ ଫସଲ ନଷ୍ଟ…

‘ସତସଙ୍ଗ’ର ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହେଲେ ଶ୍ରୀଶ୍ରୀବାବାଇଦା

ଦେଓଘର ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପ୍ରଧାନ ଆଚାର୍ଯ୍ୟଦେବ ପରମପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ମହାପ୍ରୟାଣ ପରେ ‘ସତସଙ୍ଗ’ର ନୂତନ ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହୋଇଛନ୍ତି ଶ୍ରୀଶ୍ରୀବାବାଇଦା ( ଶ୍ରୀ ଅର୍କଦ୍ୟୁତି ଚକ୍ରବର୍ତ୍ତୀ)। ଗତକାଲି ଶ୍ରୀଶ୍ରୀଦାଦାଙ୍କ ପାରଲୌକିକ କ୍ରିୟାର…

୨୫ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ୨୫ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଟିକା। ଟିକା ପାଇଁ ୧୫ ରୁ ୧୮ ବର୍ଷର ପିଲାଙ୍କୁ ପଞ୍ଜିକରଣ କରିବାକୁ ପଡିବ। ଆବଶ୍ୟକ ହେଲେ ଅଭିଭାବକମାନଙ୍କୁ ପିଲାଙ୍କ ସହ ଆସିବାକୁ ପଡିବ। ୬୦ବର୍ଷରୁ ଅଧିକ ଲୋକଙ୍କ ସଂଖ୍ୟା ୫୨ ଲକ୍ଷ ୩୭ ହଜାର। ଏମାନଙ୍କ…
error: Content is protected !!
Open chat