Yearly Archives

2021

ଜମି ଜବରଦଖଲକାରୀ ଆଇନର ଶରଣ ନେଇପାରିବେ ନାହିଁ- ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଜମି ଜବରଦଖଲକାରୀ କେବେହେଲେ ଆଇନର ଶରଣ ନେଇପାରିବେ ନାହିଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏଥିସହିତ ଆରାବଳି ଜଙ୍ଗଲ ଅଞ୍ଚଳରେ ଏକ ଗ୍ରାମ ନିକଟରେ ଜବର ଦଖଲ କରି ଗଢି ଉଠିଥିବା ପ୍ରାୟ ୧୦ ହଜାର ଆବାସିକ ନିର୍ମାଣ ସମେତ ସମସ୍ତ

ମୁକ୍ତାକାଶ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ଓହରିଲା ରୁଷ

ମସ୍କୋ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ମୁକ୍ତାକାଶ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ରୁଷିଆ ଓହରି ଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ଏ ସଂମ୍ପର୍କିତ ଏକ ଆଇନରେ ସ୍ୱାକ୍ଷର କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଚୁକ୍ତି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇନଥିବା

ମାତା ବୈଷ୍ଣୋ ଦେବୀ ଭବନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ନଗଦ କ୍ୟାସ୍

ଜମ୍ମୁ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଜମ୍ମୁର କଟ୍‌ରା ସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିର କମ୍ପ୍ଲେକ୍ସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ମନ୍ଦିର ପରିସରରେ ଥିବା କାଲିକା ଭବନ ନିକଟରେ କାଉଣ୍ଟର ନମ୍ବର ଦୁଇ ନିକଟରେ ନିଆଁ ଲାଗିଯାଇଥିଲା । ବର୍ତ୍ତମାନ ରିଲିଫ ଓ ଉଦ୍ଧାର

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ବର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ

ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ…

ପୁରୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଗତ ଜୁନ୍ ୪ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି

ରାଜ୍ୟରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଭୁବନେଶ୍ବର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ୨ ଦିନ ପ୍ରାକ୍‌-ମୌସୁମୀ ବର୍ଷା ପରେ ୧୦ ତାରିଖ‌ରେ ଓଡ଼ିଶାକୁ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଆଗମନ ଫଳରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା

ପିଏନବି ଠକେଇ :ଚୋକ୍ଷିଙ୍କୁ ଫେରାଇ ଆଣିବା ପାଇଁ ହରିଶ ସାଲଭେଙ୍କ କାନ୍ଧରେ ଦାୟିତ୍ୱ

ନୂଆଦିଲ୍ଲୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ହଜାର ହଜାର କୋଟି ଟଙ୍କା ପିଏନବି ଘୋଟାଲାରେ ପଳାତକ ବ୍ୟବସାୟୀ ମେହୁଲ ଚୋକ୍ଷିଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ବର୍ତ୍ତମାନ ବରିଷ୍ଠ ଆଡଭୋକେଟ ହରିଶ ସାଲଭେଙ୍କ ସାହାରା ନେଇଛନ୍ତି। ନିକଟକୁ ଯାଇ ହଜାର ହଜାର କୋଟି ପିଏନବି ସ୍କାମରେ

ରାସ୍ତାରୋକ ବେଳେ ଲୋକଙ୍କୁ ବୁଝାସୁଝା କରୁଥିବା ତହସିଲଦାରଙ୍କୁ ଆକ୍ରମଣ କଲେ ପୂର୍ବତନ ପେକ୍ସ ସଭାପତି- ଥାନାରେ ମାମଲା

ବଲାଙ୍ଗୀର : ବଲାଙ୍ଗୀର-ଟିଟିଲାଗଡ଼ ୨୬ନମ୍ବର ଜାତୀୟ ରାଜପଥ ଉପରେ ଧାନ ଗାଡ଼ି ରଖି ଆନ୍ଦୋଳନରେ ଥିବା ଚାଷୀଙ୍କୁ ବୁଝାସୁଝା କରୁଥିବା ବେଳେ ତହସିଲଦାର ଚନ୍ଦ୍ରମଣି ନାଗଙ୍କୁ ଆକ୍ରମଣ ହୋଇଛି । ରାସ୍ତାରୋକ ସମ୍ପର୍କରେ ତହସିଲଦାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଚାଷୀଙ୍କ ସହ ଆଲୋଚନା

ବଦଳିଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନ ପ୍ରକ୍ରିୟା, ମାର୍କ ଦାଖଲ ତାରିଖ ବଢ଼ାଇଲା ବୋର୍ଡ

ନୂଆଦିଲ୍ଲୀ : ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ମୂଲ୍ୟାଙ୍କନ ପ୍ରକ୍ରିୟା ବଦଳାଇଲା ବୋର୍ଡ | ଏହା ସହ ପରୀକ୍ଷାର ଫଳାଫଳ ଦାଖଲ ପାଇଁ ତାରିଖ ବୃଦ୍ଧି କରିଛି ବୋର୍ଡ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସୋମବାର ଏକ ବିଜ୍ଞପ୍ତି ପ୍ରକାଶ କରି କହିଛି, “ବିଦ୍ୟାଳୟଗୁଡ଼ିକରେ ବାକି ଥିବା

ମହାକାଶ ଯାତ୍ରାରେ ଯିବେ Amazon ପ୍ରତିଷ୍ଠାତା ଜେଫ ବେଜୋସ

ୱାଶିଂଟନ୍: ଆମାଜନ କମ୍ପାନୀର ପ୍ରତିଷ୍ଠାତା ଜେଫ୍ ବେଜୋସ୍ କରିବେ ମହାକାଶ ଯାତ୍ରା l ଜୁଲାଇରେ Blue Origin flight ବିମାନରେ ସେ ଏହି ଯାତ୍ରା କରିବେ l ଉଲେଖନୀୟ ଯେ ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍ ମାଧ୍ୟମରେ ଲୋକଙ୍କୁ ସ୍ପେସ୍ ଟୁରିଜିମ୍ ଯୋଗାଇବାକୁ
error: Content is protected !!
Open chat