Yearly Archives

2021

କରୋନାର ନୂଆ ରୂପକୁ ନେଇ ସତର୍କ କରାଇଲେ ରାଜ୍ୟ ସରକାର: ନୂଆ ଲକ୍ଷଣ ଏବଂ ନୂଆ ରୂପକୁ ନେଇ ଦେଲେ ସମସ୍ତ ତଥ୍ୟ

ଭୁବନେଶ୍ବର: ସାରା ଦେଶରେ ଏବେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ଆମ ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ବଢିବାକୁ ଲାଗିଲାଣି । ଏପରି ସ୍ଥିତିରେ ରାଜ୍ୟ ସରକାର କରୋନା ଭୂତାଣୁର ନୂଆ ରୂପକୁ ନେଇ ତମାମ ତଥ୍ୟ ଦେଇଛନ୍ତି । କରୋନାର ନୂଆ ରୂପର ନୂଆ ଲକ୍ଷଣ ଦେହ ହାତ

ହାଇକୋର୍ଟରୁ ଦାରା ସେନା ମୁଖ୍ୟ ମୁକେଶ ଜୈନଙ୍କୁ ଜାମିନ

କଟକ: ଦାରା ସେନାର ମୁଖ୍ୟ ମୁକେଶ ‌‌ଜୈନଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁକେଶଙ୍କୁ କଠୋର ସର୍ତ୍ତ ରଖି ଜାମିନରେ ଛାଡିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମୁକେଶ ତଦନ୍ତରେ ସହଯୋଗ

କାଶୀ ବିଶ୍ବନାଥ ମନ୍ଦିର ପରିସରରେ ଥିବା ଜ୍ଞାନବାପି ମସଜିଦ ଖନନ ପାଇଁ ଏଏସଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

ବାରାଣାସୀ : ବାରାଣାସୀ ବା କାଶୀର ପ୍ରସିଦ୍ଧ ବିଶ୍ବନାଥ ମନ୍ଦିର ପରିସରରେ ଥିବା ଜ୍ଞାନବାପି ମସଜିଦ ଖନନ ପାଇଁ ଏକ ସ୍ଥାନୀୟ କୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ଅନୁମତି ଦେଇଛନ୍ତି । ଏହି ଖନନ କାର୍ଯ୍ୟର ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ଉତ୍ତରପ୍ରଦେଶ

ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ନୂଆ ମାର୍ଗଦର୍ଶିକା ଜାରି କଲା ବିଏମ୍‌ସି, କରୋନା କଟକଣା ହେବ କଡ଼ାକଡ଼ି

ଭୁବନେଶ୍ବର: କରୋନା ଭାଇରସ ସଂକ୍ରମଣ ବଢ଼ିଥିବାରୁ ଭବନେଶ୍ବର ମହାନଗର ନିଗମ (ବିଏମ୍‌ସି) ବୁଧବାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛି। ନୂଆ ମାର୍ଗଦର୍ଶିକା ଅନୁସାରେ ବିଏମ୍‌ସି ଅଧିନରେ ଥିବା ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ଜୁନିଅର କଲେଜ୍ ଓ ଡିଗ୍ରି

ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ଆସନ୍ତା କାଲିଠାରୁ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି କ୍ରମରେ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ କରିବାକୁ ସ୍ଥିର କରିଛନ୍ତି। ତତ୍କାଳ ଆସନ୍ତା କାଲିଠାରୁ ଏହି ନିଷ୍ପତ୍ତି ଲାଗୁ ହେବ। ସମସ୍ତ ସରକାରୀ, ଘରୋଇ ଓ ଅନୁଦାନ ପ୍ରାପ୍ତ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ। କରୋନା

ଏପ୍ରିଲ ୨ୟ ଭାଗରେ ରେକର୍ଡ ଭାଙ୍ଗିବ ତାତି : ସ୍କାଏମେଟ୍

ଭୁବନେଶ୍ବର : ଚଳିତ ବର୍ଷର ମାର୍ଚ୍ଚ ବିଗତ ୧୨୧ ବର୍ଷରେ ୩ୟ ସର୍ବାଧିକ ଉତ୍ତପ୍ତ ମାର୍ଚ୍ଚ ମାସର ମାନ୍ୟତା ପାଇବା ପରେ ଏବେ ଏପ୍ରିଲରେ ସ୍ଥିତି କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏପ୍ରିଲ ମାସ ବି ବେଶ ଗରମ ରହିବ, ବିଶେଷକରି ଏପ୍ରିଲର ୨ୟ ଭାଗରେ ରେକର୍ଡ ତାତି ଅନୁଭୂତ ହେବ ।

ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ, ବନ୍ଦ ହେଲା କୋଟିଆ ନିର୍ବାଚନ

ହାଇଦ୍ରାବାଦ: ହାଇଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ। ନିର୍ବାଚନ ସ୍ଥଗିତ ଆଦେଶ ଦେଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ। ଆନ୍ଧ୍ର ପ୍ରଦେଶରେ ନିର୍ବାଚନ ବନ୍ଦ ହୋଇଥିବାରୁ କୋଟିଆ ନିର୍ବାଚନ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି।ନିର୍ବାଚନ ସ୍ଥଗିତ ନେଇ ଆନ୍ଧ୍ର ପ୍ରଦେଶ ଗଣମାଧ୍ୟମରେ ଖବର

ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ। ବାରଙ୍ଗ ତହସିଲଦାରଙ୍କ ଗାଡ଼ିରୁ ୧ଲକ୍ଷ ୭ହଜାର ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ତହସିଲଦାର ବିଚିତ୍ରାନନ୍ଦ ନାୟକ

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି: ଉଚ୍ଚସ୍ତରୀୟ ବୈଠକରେ ମାଓ ଦମନ ନେଇ ବ୍ଲୁପ୍ରିଣ୍ଟ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ହମଲାରେ ପ୍ରାଣ ହରାଇଥିବା ୨୨ ଜଣ ଯବାନଙ୍କୁ ଆଜି ଜଗଦଲପୁରଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନ ପ୍ରଚାର ଛାଡି ଜଗଦଲପୁର ଠାରେ

ଦେଶରେ ବଢ଼ୁଛି କରୋନା ମାମଲା, ଏପ୍ରିଲ ୮ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ, ୫/ ୪: ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏପରିକି ବିଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ
error: Content is protected !!
Open chat