Yearly Archives

2021

ରାଜ୍ୟରେ ବନାଗ୍ନି ସଂପୂର୍ଣ୍ଣ ଆୟତ୍ତାଧିନ ରହିଛି : ଫରେଷ୍ଟ ଫାୟାର ଟାସ୍କଫୋର୍ସ

ଭୁବନେଶ୍ବର: ଶିମିଳିପାଳ ଓ ରାଜ୍ୟର ଅନ୍ୟ ଜଙ୍ଗଲରେ ଲାଗିଥିବା ନିଆଁ ସଂପର୍କରେ ଅନୁଧ୍ୟାନ ଲାଗି ଆସିଥିବା କେନ୍ଦ୍ରୀୟ ବିଶେଷଜ୍ଞ ଦଳ ସେମାନଙ୍କର କ୍ଷେତ୍ର ପରିଦର୍ଶନ ଶେଷ କରିଛନ୍ତି। ଆଜି ଏହି ଦଳ ରାଜ୍ୟ ସରକାରଙ୍କ ସହ ଏ ବାବଦରେ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ

ରାଜ୍ୟରେ ଦିନକୁ ୭୩୦୦ ଆରଟିପିସିଆର ଟେଷ୍ଟ କରାଯିବ : ନବ ଦାସ

ଭୁବନେଶ୍ବର : ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୟାନ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ ବାହାର ରାଜ୍ୟର କରୋନା ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ତୀକ୍ଷଣ ନଜର ରଖିଛି । ରାଜ୍ୟରେ ଦିନକୁ ୭ ହଜାର ୩ ସହ ଆରଟିପିସିଆର ଟେଷ୍ଟ କରିବାକୁ ଧାର୍ଯ୍ୟ

କୃଷକଙ୍କ ସହିତ ସବୁବେଳେ ଅଛି ଓ ରହିଥିବି : ମୁଖ୍ୟମନ୍ତ୍ରୀ

‘କୃଷି ଓଡ଼ିଶା-୨୦୨୧’ ଉଦଘାଟିତ ଭୁବନେଶ୍ବର: ଭୁବନେଶ୍ବରରେ ଆରମ୍ଭ ହୋଇଛି ୫ ଦିନିଆ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ ‘କୃଷି ଓଡ଼ିଶା-୨୦୨୧’ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସେ ସବୁବେଳେ ଚାଷୀଙ୍କ ସହ ରହିଛନ୍ତି ଓ

ବ୍ୟାଙ୍କ ଧର୍ମଘଟ : ସୋମବାର, ମଙ୍ଗଳବାର ବନ୍ଦ ରହିବ ବ୍ୟାଙ୍କ, ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

ନୂଆଦିଲ୍ଲୀ : ଗତ ଶନିବାର ଓ ଆଜି (ରବିବାର ) ବନ୍ଦ ଥିବା ବ୍ୟାଙ୍କଗୁଡ଼ିକ ଆସନ୍ତା ଦୁଇଦିନ ଅର୍ଥାତ ସୋମବାର ଓ ମଙ୍ଗଳବାର ମଧ୍ୟ ବନ୍ଦ ରହିବ । ଫଳରେ କ୍ରମାଗତ ୪ ଦିନ ବ୍ୟାଙ୍କ ବନ୍ଦ ରହିବା ଫଳରେ ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି । ସରକାରଙ୍କ ବ୍ୟାଙ୍କ ମିଶ୍ରଣ

‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କୋଭିଡ୍‌-୧୯ ଟିକାକୁ ଜରୁରୀ ବ୍ୟବହାର ତାଲିକାଭୁକ୍ତ କରିବା ଲାଗି ‘ଡବ୍ଲୁଏଚ୍‌ଓ’ର…

ଜେନିଭା: ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କୋଭିଡ୍‌-୧୯ ଟିକାକୁ ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ କରିବା ଲାଗି ଶୁକ୍ରବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମୋଦନ କରିଛି। ବିଶେଷତଃ ଦୁର୍ବଳ ‘ରେଗୁଲେଟରି ଏଜେନ୍‌ସି’ ଥିବା ଦେଶଗୁଡ଼ିକରେ ଏହି ଟିକାର ବ୍ୟବହାର ନିମନ୍ତେ ‘ବିଶ୍ୱ

‘ଇସ୍ରୋ’ ଉତ୍‌କ୍ଷେପଣ କଲା ‘ସାଉଣ୍ଡିଙ୍ଗ୍‌ ରକେଟ୍‌’ ‘ଆର୍‌ଏଚ୍‌-୫୬୦’

ନୂଆଦିଲ୍ଲୀ: ‘ନ୍ୟୁଟ୍ରାଲ୍‌ ଓ୍ଵିଇଣ୍ଡ୍‌’ର ଆଚରଣଗତ ତାରତମ୍ୟ ଏବଂ ‘ପ୍ଲାଜ୍‌ମା ଡାଇନାମିକ୍ସ’ ସମ୍ବନ୍ଧରେ ଗବେଷଣା ନିମନ୍ତେ ଶୁକ୍ରବାର ଦିନ ଶ୍ରୀହରିକୋଟା ରେଞ୍ଜ୍‌ସ୍ଥିତ ‘ସତୀଶ ଧାଓ୍ଵନ୍‌ ମହାକାଶ କେନ୍ଦ୍ର’ରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ‘ଆର୍‌ଏଚ୍‌-୫୬୦’ ନାମକ ଏକ

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଜେପି ନେତା ଯଶଓ୍ଵନ୍ତ ସିହ୍ନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ କିଛି ସପ୍ତାହ ବାକି ଥିବା ବେଳେ ପୂର୍ବରୁ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ଯଶଓ୍ଵନ୍ତ ସିହ୍ନା ଆଜି ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଛନ୍ତି। ‘ବିଜେପି’ର ଏହି ୮୩ ବର୍ଷିୟ ପୂର୍ବତନ ନେତା ୨୦୧୮ରେ

ଭାରତ ଆସିବେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟର୍ଡ ଅଷ୍ଟିନ

ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟର୍ଡ ଅଷ୍ଟିନ ଆସନ୍ତା ୧୯ ତାରିଖରେ ଭାରତ ଗସ୍ତରେ ଆସିବେ। ସେ ତାଙ୍କ ଗସ୍ତ କାଳରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଚାରି ଦିନିଆ ଗସ୍ତ କାଳରେ

ଇଂଜିନିୟରିଂ-ପଲିଟେକ୍‌ନିକ୍‌ ପିଲାଙ୍କ ହଷ୍ଟେଲ ଫି’ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଅନେକ ସାଧାରଣ ଜନତାଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ମହାମାରୀ ଯୋଗୁଁ ଲକ୍‌ଡାଉନ୍‌ ସମୟରେ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ, ଇଂଜିନିୟରିଂ କଲେଜ୍‌ ଓ ପଲିଟେକ୍‌ନିକ୍‌ ଏପ୍ରିଲ ୨୦୨୦ ଠାରୁ ଡିସେମ୍ବର ୨୦୨୦

ଡିଜିଟାଲ ସମ୍ବାଦ ପ୍ରକାଶନ ନିୟମ, ଅଭିଯୋଗ ସମାଧାନ ପାଇଁ ହେବ ତ୍ରିସ୍ଥରୀୟ ବ୍ୟବସ୍ଥା

କେନ୍ଦ୍ର ସୂଚନା ଓ ପ୍ରସାଣଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଯେ, ନୂତନ ଡିଜିଟାଲ ସମ୍ବାଦ ପ୍ରକାଶନ ନିୟମ ଡିଜିଟାଲ ସମ୍ବାଦ ପ୍ରକାଶକଙ୍କ ଉପରେ କିଛିଟା ଦାୟିତ୍ୱ ନ୍ୟସ୍ତ କରିଛି। ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଡିଜିଟାଲ ସମ୍ବାଦ ପ୍ରକାଶ ସଂଘ ସହ ଡିଜିଟାଲ ମିଡିଆ ନୈତିକତା କୋର୍ଡ
error: Content is protected !!
Open chat