ଗୁଜୁରାଟ: ଦୁଇଟି ଯାକ ରାଜ୍ୟସଭା ଆସନକୁ ହାତେଇଲା ବିଜେପି
ଗାନ୍ଧୀନଗର: ଗୁଜୁରାଟର ଦୁଇଟି ଯାକ ରାଜ୍ୟସଭା ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ବିଜୟଲାଭ କରିଛନ୍ତି। ଦଳୀୟ ପ୍ରାର୍ଥୀ ଦୀନେଶଚାମଦ୍ରା ଜେମଲଭାଇ ଅନନଭାଦିଆ ଏବଂ ରାମଭାଇ ହରଜୀଭାଇ ମୋକାରିଆ ଉଭୟ ରାଜ୍ୟସଭା ଆସନରେ ଜିତିଛନ୍ତି।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ସାଂସଦ!-->!-->!-->…
