ହର୍‌ନାଜ୍ କୌର୍‌ ସନ୍ଧୁ ଜିଣିଲେ ‘ମିସ୍‌ ୟୁନିଭର୍ସ ୨୦୨୧’ ଟାଇଟଲ୍‌

0 494
greentech

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଇଜ୍ରାଏଲ୍‌ର ଏଇଲାଟ୍‌ରେ ଅନୁଷ୍ଠିତ ‘୭୦ତମ ମିସ୍‌ ୟୁନିଭର୍ସ ୨୦୨୧’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିବା ପଞ୍ଜାବର ୨୧ ବର୍ଷୀୟ ହର୍‌ନାଜ୍ କୌର୍‌ ସନ୍ଧୁ ‘ମିସ୍‌ ୟୁନିଭର୍ସ ୨୦୨୧’ ଟାଇଟଲ୍‌ ଜିଣିଛନ୍ତି। ଦୀର୍ଘ ୨୧ ବର୍ଷ ପରେ ପୁନଶ୍ଚ ଭାରତ ଏହି ଗୌରବ ହାସଲ କରିବାରେ ସମର୍ଥ ହୋଇଛି। ୨୦୦୦ ମସିହାରେ ଲାରା ଦତ୍ତ ଏହି ଟାଇ‌ଟଲ୍‌ ବିଜୟିନୀ ହୋଇଥିଲେ।

Leave A Reply

Your email address will not be published.

two × two =

error: Content is protected !!
Open chat