କରୋନା ପାଇଁ ଆଇସିଏସ୍‌ଇ, ଆଇଏସ୍‌ସି ପାଠ୍ୟକ୍ରମ ହ୍ରାସ ହେଲା

0 479
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୬/୦୭: କରୋନା ମହାମାରୀ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ଚଳିତ ଶିକ୍ଷାବର୍ଷ ପାଇଁ ଆଇସିଏସ୍‌ଇ ଏବଂ ଆଇଏସ୍‌ସି ପାଠ୍ୟକ୍ରମ ହ୍ରାସ କରାଯାଇଛି।

ହ୍ରାସ ପାଇଥିବା ପାଠ୍ୟକ୍ରମ କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ (ସିଆଇଏସ୍‌ସିଇ) ଓ୍ବେବ୍‌ସାଇଟରେ ପ୍ରକାଶ ପାଇଛି। ଆଇସିଏସ୍‌ଇ ନବମ ଓ ଦଶମ ଶ୍ରେଣୀ ଏବଂ ଆଇଏସ୍‌ସିର ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଛାତ୍ରୀଛାତ୍ର ସେମାନଙ୍କ ପାଠ୍ୟକ୍ରମ ଉକ୍ତ ଓ୍ବେବ୍‌ସାଇଟରୁ ଦେଖିପାରିବେ।

Leave A Reply

Your email address will not be published.

two + six =

error: Content is protected !!
Open chat