ଉତ୍ତରପ୍ରଦେଶରେ ପହଞ୍ଚିଲେ ୬ ଚୀନ ବାହୁଡ଼ା ଜାପାନୀ କମ୍ପାନୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭ : ଚୀନର ଦାଦାଗିରିରେ ଅତିଷ୍ଠ ବିଦେଶୀ କମ୍ପାନୀ ଏବେ ସେଠାରେ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇ ଅନ୍ୟତ୍ର ନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜାପାନ ନିଜ ଦେଶର କମ୍ପାନୀଗୁଡ଼ିକୁ ଚୀନରେ ପ୍ରକଳ୍ପ ବନ୍ଦ କରିବାକୁ ଏକପ୍ରକାର ପରୋକ୍ଷ!-->…