ଧର୍ମସଂପ୍ରଦାୟ ନିର୍ବିଶେଷରେ ସବୁ ଆଫଗାନବାସୀଙ୍କୁ ଭିସା ପ୍ରଦାନ କରିବ ଭାରତ
ନୂଆଦିଲ୍ଲୀ ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିନେବା ପରେ ସେଠାରେ ଭୟଙ୍କର ମାନବୀୟ ସଂକଟ ଦେଖାଦେଇଛି । ହଜାର ହଜାର ଆଫଗାନ ଶରଣାର୍ଥୀ ବିଶ୍ବର ବିଭିନ୍ନ ଦେଶରେ ଶରଣ ପାଇଁ ଉଦ୍ୟମ କରୁଛନ୍ତି । ଆଫଗାନିସ୍ତାନବାସୀଙ୍କ ଏହି ସଂକଟ ସମୟରେ ସହାୟତା ପାଇଁ ଆଗେଇ!-->…