ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ: ଏସଆରସି

ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ’ର ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଯେଉଁ ଅଞ୍ଚଳରେ ବାତ୍ୟାର ପ୍ରଭାବ ସର୍ବାଧିକ ରହିବ ସେହି ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନ ତଥା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ସନ୍ଧ୍ୟା

ଟାଟା ଷ୍ଟିଲର ଐତିହାସିକ ଘୋଷଣା: କରୋନାରେ ମୃତ କର୍ମଚାରୀଙ୍କ ନୋମିନଙ୍କୁ ୬୦ ବର୍ଷ ହେବା ପର୍ଯ୍ୟନ୍ତ ମିଳିବ ଦରମା

ନୂଆଦିଲ୍ଲୀ: ଦେଶରେ କାୟାବିସ୍ତାର କରିଥିବା କରୋନା ମହାମାରୀ ଭିତରେ ଅନେକ କମ୍ପାନି ସେମାନଙ୍କ କର୍ମଚାରୀମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ଏହି କ୍ରମରେ ଦେଶର ସବୁଠାରୁ ବଡ ଷ୍ଟିଲ କମ୍ପାନି ଟାଟା ତା’ର କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛି

ତୃତୀୟ ଲହରରେ ଛୋଟ ଶିଶୁ ସର୍ବାଧିକ କରୋନା ସଂକ୍ରମିତ ହେବା ନେଇ କୌଣସି ତଥ୍ୟ ନାହିଁ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ତୃତୀୟ ଲହରରେ ଛୋଟ ଶିଶୁ ସର୍ବାଧିକ କରୋନା ସଂକ୍ରମିତ ହେବା ନେଇ କୌଣସି ତଥ୍ୟ ନାହିଁ । ତେଣୁ ଏନେଇ ଲୋକଙ୍କୁ ଭୟଭୀତ ହେବାରେ ଆବଶ୍ୟକତା ନାହିଁ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ତୃତୀୟ ଲହରରେ

ଆମେ ଏକ ସମୟରେ ଦୁଇଟି ବଡ ବିପଦର ସାମନା କରୁଛେ, ସ୍ଥାନାନ୍ତର ପାଇଁ ପ୍ରଶାସନକୁ ପୁରା ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମେ ଏକା

୧୮-୪୪ବର୍ଷ ବୟସ୍କଙ୍କ କୋଭିଡ ଟିକାକରଣ ପାଇଁ ଅନ-ସାଇଟ ପଞ୍ଜିକରଣକୁ ଅନୁମତି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ୧୮-୪୪ ବର୍ଷ ବୟସ ବର୍ଗର ଲୋକମାନେ, ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ କିମ୍ବା ସ୍ମାର୍ଟ ଫୋନର ସୁବିଧା ନାହିଁ ଏବେ ସେମାନେ ମଧ୍ୟ ନେଇ ପାରିବେ କରୋନା ଟିକା ।ଇଣ୍ଟରନେଟ୍ କିମ୍ବା ସ୍ମାର୍ଟ ଫୋନର ସୁବିଧା ନଥିବା ବ୍ୟକ୍ତି ଏବେ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରକୁ ଯାଇ କୋଉଇନ

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତିଭୀଷଣ ବାତ୍ୟାର ରୂପ ନେବ ୟାସ୍, ୨୬ ତାରିଖ ମଧ୍ୟାହ୍ନରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ୟାସ୍‌ ବର୍ତ୍ତମାନ ସମୁଦ୍ର ମଧ୍ୟରେ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହୋଇଛି । ଆଗାମୀ ୨୪ ଘଂଟାରେ ଏହା ଅତିଭୀଷଣ ବାତ୍ୟାର ରୂପ ନେବ । କ୍ରମଶଃ ଓଡ଼ିଶା ଉପକୂଳ, ବାତ୍ୟାର କେନ୍ଦ୍ରସ୍ଥଳ ମଧ୍ୟରେ ଥିବା ବ୍ୟବଧାନ କମିବାରେ

ଅବସର ପରେ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ତୃଣମୂଳ କଂଗ୍ରେସ ଜେଲ୍‌ ପଠାଇବ: କଲ୍ୟାଣ ବାନାର୍ଜୀ

କୋଲକାତା : ଆଜି ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ତୀବ୍ର ସମାଲୋଚନା କରି ‘ତୃଣମୂଳ କଂଗ୍ରେସ’ ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ, ଧନଖଡ଼ଙ୍କ କାର୍ଯ୍ୟକାଳ ପୂରିଗଲେ ଜନତାଙ୍କଦ୍ବାରା ଦାଏର ହୋଇଥିବା ଅଭିଯୋଗର ବିଚାର ହେବ ଓ ତାଙ୍କୁ ‘ପ୍ରେସିଡେନ୍‌ସି ଜେଲ୍‌’କୁ ପଠାଯିବ। ସମ୍ପ୍ରତି

ନରହତ୍ୟା ମାମଲାରେ ଦିଲ୍ଲୀରୁ ଗିରଫ ହେଲେ କୁସ୍ତି ଖେଳାଳି ସୁଶୀଲ୍‌ କୁମାର

ନୂଆଦିଲ୍ଲୀ : ଛତ୍ରଶାଳ ଷ୍ଟାଡିୟମ୍‌ ବିବାଦ ଯୋଗୁଁ ସାଗର ରାଣା ନାମକ ଜଣେ କୁସ୍ତି ଖେଳାଳିଙ୍କର ମୃତ୍ୟୁ ଘଟଣାରେ ଅଲିମ୍ପିକ୍‌ କୁସ୍ତି ଖେଳାଳି ସୁଶୀଲ୍‌ କୁମାରଙ୍କୁ ଆଜି ସକାଳେ ଦିଲ୍ଲୀରେ ଗିରଫ କରାଯାଇଛି। ସାଗର ରାଣା ହତ୍ୟାକାଣ୍ଡ ସମୟରୁ ସର୍ବଦା ସୁଶୀଲ୍‌ଙ୍କ ସାଥିରେ ରହୁଥିବା ଅଜୟ

ପିଏମ୍‍ କେୟାର୍ସ ପାଣ୍ଠିରୁ ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡ଼ିକାଲ ଅମ୍ଳଜାନ ପ୍ଲାଂଟ୍‍ : ଧର୍ମେନ୍ଦ୍ର…

-ସମୟୋପଯୋଗୀ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ-ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଏବଂ ସୋନପୁର ଜିଲ୍ଲାରେ ଡ଼ିଆରଡ଼ିଓ ଦ୍ୱାରା ପିଏସଏ ଅକ୍ସିଜେନ୍‍ ପ୍ଲାଂଟ୍‍ ପ୍ରତିଷ୍ଠା ହେବ-ଢ଼େଙ୍କାନାଳ, ଗଜପତି,

ଅବପାତର ରୂପ ନେଲା ଲଘୁଚାପ ; ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ : ଆଇଏମଡି

ନୂଆଦିଲ୍ଲୀ : ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୋମବାର ଅବପାତର ରୂପ ନେଇଛି। ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବ ଏବଂ ପରେ ଭୟଙ୍କର ବାତ୍ୟାର ରୂପ ନେଇ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ। ଏହା ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ
error: Content is protected !!
Open chat